
୧୭ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଗୋବିନ୍ଦ ଗୋଧାମ ଗୋଶାଳା ତଥା ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ପ୍ରତିଷ୍ଠାତା ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ସନ୍ଥ ତୁଳସୀ ଦାସଙ୍କ ସମ୍ପର୍କରେ ଆଲୋଚନା କରିବା ସହ ଚିତ୍ରକୂଟ ତୁଳସୀ ପିଠାଧୀଶ୍ୱର ଜଗତଗୁରୁ ପଦ୍ମ ବିଭୂଷଣ ରାମ ଭଦ୍ରାଚାର୍ଯ୍ୟ ଙ୍କ ସନ୍ଦେଶ ଅନୁଯାୟୀ ପୁରୀ ଚନ୍ଦନପୁର ନିକଟସ୍ଥ ସନ୍ଥ ତୁଳସୀ ପୀଠରେ ଜୁଲାଇ ୯ ତାରିଖ ଦିନ ରାଜସ୍ଥାନ ରୁ ମାର୍ବଲ ରେ ନିର୍ମିତ ହୋଇ ଆସିଥିବା ସନ୍ଥ ତୁଳସୀ ଦାସ ଙ୍କ ପ୍ରତିମୂର୍ତ୍ତି ସ୍ଥାପନା ସମ୍ପର୍କରେ ଅବଗତ କରାଇଥିଲେ |

