ଗୋଡାରାଈମୂଳ ମା,ରାଈମୂଳିଆଣୀ ଙ୍କ ପୀଠରେ ଵାଦି ନବରଙ୍ଗ ଉଦ୍ ଯାପିତ

୧୭ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଵେଗୁନିଆ  :-> ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ  ହିରାପୁର ପଞ୍ଚାୟତ ଅନ୍ତର୍ଗତ ଗୋଡାରାଈମୂଳ ମା, ରାଈମୂଳିଆଣୀ ଠାକୁରୀଣୀ ଙ୍କ ପୀଠରେ ପ୍ରତିବର୍ଷ ଭଳି  ଏବର୍ଷ ମଧ୍ୟ ରଜ ଉତ୍ସବ ପର୍ବ  ମହାସମାରୋହରେ  ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ  ମ, ବ୍ରାବ୍ରାହ୍ମଣୀଦେଵୀ  ନାଟ୍ୟ  ସଂସଦ (ଦର୍ପନାରାୟଣ ପୁର ,ଓ ମା, ଖିଲାମୁଣ୍ଡା  ନାଟ୍ୟ ସଂସଦ  ଗାଁ  ବାଣିକିଲୋ ଙ୍କ ମନ୍ଧ୍ଯରେ  ସଂଘର୍ଷ  ଭାବରେ ପତିଯଯୋଗିତା  ହୋଇ ଥିଲା ଏଥିରେ  ଉଭୟ  ଦଳ  ସମାନ  ଭାବରେ  କଳା ପ୍ରଦର୍ଶନ କରି ଵେଶ୍   ଅଗଣୀତ କଳାପ୍ରେମୀ  ମନଙ୍କର  ମନକୁ  ମୁଗ୍ଧ  କରି ପାରଦର୍ଶିତା  ଲାଭ କରିଥିଲେ ।

ଏହି  ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ  ଅତିଥି  ଭାବେ  ବେଗୁନିଆ  ବିଧାୟକ  ଶ୍ରୀ ଯୁକ୍ତ ପ୍ରଦୀପ  କୁମାର  ସାହୁ ଙ୍କୁ   ଅନୁଷ୍ଠାନ ତରଫରୁ  ପୁଷ୍ପଗୁଚ୍ଛ  ସହ ଉତ୍ତରୀୟ  ଦେଇ ମଞ୍ଚ ଉପରେ  ସମ୍ବର୍ଦ୍ଧିତ   କରାଯାଇଥିଲା। ଏହି ପରିପ୍ରେକ୍ଷୀରେ  ଣ୍ରା ସାହୁ  ମହୋଦୟ  ସମସ୍ତ  ଯାତ୍ରା  କଳା ପ୍ରେମୀ ମାନଙ୍କୁ  ଏତେ  ଅଧିକା  ସଂକ୍ଷାରେ  ଦେଖି  ଆତ୍ମବିଭୋର  ହେବା ସହିତ  ମଞ୍ଚସ୍ଥ  କରୁଥିବା  ଦକ୍ଷ  କଳାକାର ମାନଙ୍କୁ  ଭୂୟସୀ ପ୍ରଶଂସା କରିଥିଲେ।

ଗ୍ରମବାସୀ ତଥା ଅନୁଷ୍ଠାନ ର ସମସ୍ତ କର୍ମକର୍ତ୍ତାଙ୍କୁ  ଧନ୍ୟବାଦ  ଦେବା ସହିତ  ବୟସାଦ୍ଧୀକ  ମା।, ମାଉସୀ, ବାପା, ମା ମାନଙ୍କୁ  ପ୍ରଣିପାତ  କରି ପରିଶେଷରେ  ମା,ରାଈମୂଳିଆଣୀ ଠାକୁରାଣୀ  ଙ୍କ  ଅଶେଷ  ଆଶ୍ରୀଵାଦ  ଭିକ୍ଷା କରି  ସମସ୍ତ  ଙ୍କ ଠାରୁ  ବିଦାୟ  ନେଇଥିଲେ । ଏହା ସମସ୍ତଙ୍କ ର ଵେଶ୍  ମନମତାଣିଆ  ହୋଇ ପାରିଥିଲା। ମା, ରାଈମୂଳିଆଣୀ  ଠାକୁରୀଣୀ  ସମସ୍ତ  ଭକ୍ତ ମାନଙ୍କ ର ମାନସିକ ଯଥା ସମୟରେ  ପୂର୍ଣ୍ଣ  କରି ନିଜର  ଖ୍ୟାତି ଅର୍ଜନ  କରିଥାନ୍ତି । 

Exit mobile version