
୧୫ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଜଣେ କଳାକାର ପାଇଁ କଳା ହିଁ ତା’ର ଜୀବନା କଳାକୁ ଛାଡି ସେ କେବେ ବନ୍ଧୁ ପାରେନା । ସେହିଭଳି ରୂପାଲି ଏକ ଚରିତ୍ର ଯିଏ ଅଭିନ କଳାକୁ ଆପଣାର କରି ସମାଜରେ ସସମ୍ମାନେ ବଞ୍ଚିବାକୁ ଚାହେଁ । ନିଜ ଜୀବନ୍ତ ଅଭିନୟ ଦ୍ବାରା ଦର୍ଶକ ମାନଙ୍କ ମନ ମୋହିଥାଏ, ଦୁଃଖରେ କନ୍ଦା ସୁଖରେ ହସାଇ ହସାଇ ମତୁଆଳ କରାଏ । ପ୍ରତିବଦଳରେ ଚାହେଁ ଦର୍ଶକ ମାନଙ୍କ ଅନୁସ କରତାଳି, ଆଉ ନିଜ ତେଲ ଲୁଣର ଜୀବନ ପା- ସାମାନ୍ୟ କିଛି ଅର୍ଥା ହେଲେ କିଏ ଜାଣିଛି ସମୟର ଗର୍ଭରେ ଅଘଟିତ ଘଟଣା ସମ୍ପର୍କରେ ଏଇ ଏମିତି ଜଣେ ଦର୍ଶକ ରୂପେ ଆସିଥିବା ସେ ସହରର ଜଣେ ସମ୍ଭ୍ରାନ୍ତ ଯୁବକ ସ୍ବାଧୀନ ଅଭିନେତ୍ରୀ ରୂପାଲି ର ଗତିପଥକୁ ବଦଳେଇ ଦେବା ସ୍ବାଧୀନଙ୍କ ବଡ଼ଭାଇ ଏକ ସଡ଼କ ଦୁର୍ଘଟଣା ହରେଇ ବସନ୍ତି ତାଙ୍କ ସ୍ତ୍ରୀ ଆରତୀଙ୍କୁ ସମୟକ୍ରମେ ହରେଇ ବସନ୍ତି ନିଜର ମାନସିକ ସନ୍ତୁଳଜ୍ଜା କୌଣସି ଚିକିତ୍ସା ତାଙ୍କର ଉପଶମ ଆଣି ଦେ ନଥାଏ । ଏଣେ ସ୍ଵାଧୀନ ଦେଖିଲେ ତାଙ୍କ ଭାରଜ ଆରତୀଙ୍କ ଅବିକଳ ନ କ ରୂପାଲୀ ଅନୁରୋଧ କରି ବସନ୍ତି ରୂପାଲୀକୁ ତାଙ୍କ ଭାଉର ଭୂମିକାରେ ଅଭିନୟ କରିବାକୁ ଅନିଚ୍ଛା ସତ୍ତ୍ବେ ରୂପାଲୀ ରାଜି ହୁଅନ୍ତି । ଅଭି ଟିଏ ଯେ, ଯଦି ତାଙ୍କ ଅଭିନୟରେ ଜଣେ ମଣିଷର ଜୀବନ ବ ପାରିଲା, ୟା’ ଠାରୁ ବଡ କାର୍ଯ୍ୟ ଆଉ ସେ କଣ କରି ପାରିଥାନ୍ତା ଜୀବନରେ ମନର ଦୃଢ଼ତା ଓ ଆଉ ନିଜ ଉପରେ ଭରସା ରଖ୍ ସେ ଅଭିନଯ କରି ବାଳନ୍ତି ଆରତୀ ଭୂମିକାରେ… ହେଲେ ଅଭିନେତ୍ରୀ ବି ଜଣେ ମଣିଷ । ତା ଭିତରେ ହୃଦୟର ଆବେଗ ଅଛି, ମନର ଉତ୍ତାଳ ସାଗର ଇଛାମାନେ ଲହରୀ ଭାଙ୍ଗନ୍ତି . ତେବେ କ’ଣ ରଙ୍ଗମଞ୍ଚର ଅଭିନେତ୍ରୀ ରୂପାଲୀ ବାସ୍ତବ ଜୀବନ ମଞ୍ଚରେ ପାଲଟିଛନ୍ତି ସଫଳ ଅଭିନେତ୍ରୀ …? ପ୍ରଶ୍ନର ଉତ୍ତର ଦେବ ନାଟକ ଅଭିନେତ୍ରୀ… ଆଲୋକ ସମ୍ପାଦନା : ଚିରଞ୍ଜୀବ ମହାରଣା, ସଙ୍ଗୀତ : ରାଜ୍ କୁମାର, ରୂପସଜା : ଲୋକନାଥ,ମଞ୍ଚ ପରିଚାଳନା : ତ୍ରିମୂର୍ତି, ଆର୍ଟ, ସହ ନିର୍ଦେଶନା : ସିପ୍ରା ପ୍ରିୟଦର୍ଶିନୀ, ରଚନା : ଲିଙ୍ଗରାଜ ନାହାକ, ନିର୍ଦେଶନା : ସତ୍ୟ ଜେନା (ଟୁନୁ

