
୧୪ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> ମହିଧରପଡା ଆଞ୍ଚଳିକ କବାଡି ଟିମ ପକ୍ଷରୁ ଆଜି ପହିଲି ରଜ ଉପଲକ୍ଷେ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ କମିଟିର ପୁରାତନ ସଦସ୍ୟ ମିଥୁନ ଭୋଇଙ୍କ ଉଦ୍ଦେଶ୍ୟରେ , ଏକ ନିରବ ପ୍ରାର୍ଥନା ବାରଙ୍ଗ ବ୍ଲକ ବିଜେଡି ଉପ ସଭାପତି ଅଶୋକ କୁମାର ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।

