୧୨ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲାରେ ପୋଲିସ ବିଭାଗରେ ଛୋଟଧରଣର ଅଦଳବଦଳ ହୋଇଥିବା ସୂଚନା ମିଳିଛି। ଗଜପତି ଜିଲ୍ଲା ଏସପି ଏସ. ସ୍ୱାତୀ କୁମାର କାଶୀନଗର, ରାୟଗଡ, ଗାରାବନ୍ଧ ପୋଲିସ ଥାନାରେ ନୂତନ ଭାବେ ୩ ଜଣଙ୍କୁ ଆଇଆଇସିଙ୍କୁ ଦାୟିତ୍ୱ ଦେଇଥିବା ଜଣାଯାଇଛି ସୂଚନାଯୋଗ୍ୟ ଯେ, ଗତ ମାସରେ କାଶୀନଗର ଥାନା ଅଧିକାରୀ ଗୋବିନ୍ଦ ଗୌଡଙ୍କ ଅବସର ପରେ ଏହି ଥାନାରେ ଥାନା ଅଧିକାରୀ ପଦ ଖାଲିପଡ଼ିଥିଲା.
