ଭାଲୁଖାଇ ଠାରେ ପାହାରଗାଦି ର ନୃତନ କର୍ମ କର୍ତ୍ତା ମନୋନୀତ

୨ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାଟଣାଗଡ଼ :-> ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପରା ବ୍ଲକ ସରମୁହାଣ ଗ୍ରାମପଞ୍ଚାୟତ ଅଧିନସ୍ଥ ଭାଲୁଖାଇ ଗ୍ରାମର ଆମ୍ବ ବଗିଚା ଠାରେ ଭାଲୁଖାଇ ପାହାର ଗାଦି ବିଶ୍ୱାସେ ଦଳ ସମାଜ ର ନୂତନ କାର୍ଯ୍ୟକାରି କମିଟିର ସଭାପତି ଚଳନ ସକାଶେ ଆଜି ଏକ ପାହାର ଗାଦି କାର୍ଯ୍ୟ କାରି କମିଟି ସମ୍ମିଳନୀ ରେ ଆଜି ଚୟନ ହୋଇଯାଇଛ । ଏଥିରେ ଗାଦି ସଭାପତି ପ୍ରଶ୍ନ ମାଝୀ ସଂପାଦକ ରାଜ କୁମାର ମାଝୀ କୋଷାଧ୍ୟକ୍ଷ ହେମନ୍ତ ମଲିକ ସଭ୍ୟ ସଭ୍ୟା ଚୟନ ହୋଇଯାଇଅଛି ।

ବିଶ୍ୱାସେ ଦଳ ସମାଜ ବଲାଙ୍ଗିର ଜିଲ୍ଲାର ଉପଦ୍ଦେଷ୍ଟା କାର୍ଯକାରୀ ସଭାପତି ଭାବେ ଦୀନବନ୍ଧୁ ଥନାପତି ଏଵଂ କାର୍ଯ୍ୟକାରୀ ସମ୍ପାଦକ୍ ସୁନ୍ଦର ମାଝୀ ମଞ୍ଚରେ ଉପସ୍ଥିତ ଥିଲେ। ଲଥାକେନ୍ଦ୍ ଆଞ୍ଚଳିକ କେନ୍ଦ୍ର ସଂପାଦକ ଗଦାଧର ଭୁଏ, ବୁଢ଼ୀ ବାହାଲ ସଂପାଦକ ସୂରୁ ଝଙ୍କାର ପାହାର ଗାଦି ଭଲୁଖାଇ ସଂପାଦକ ରାଜକୁମାର ମାଝୀ, ନକୁଲ ମାଝୀ ଉପସ୍ଥିତ ଥିବାବେଳେ ଆଜିର ମୁଖ୍ୟ ସହଯୋଗୀ ବଲାଙ୍ଗୀର ଜିଲ୍ଲା ଦଳ ସମାଜ ର ସବୁବେଳେ ସବୁ ସମୟ ରେ ସେ ସମାଜ କୁ ଆଗକୁ ନେବା ପାଇଁ ଆଗ ଧାଡିରେ ରହି ଥାନ୍ତି ପ୍ରିତିସିଂ ମଲ୍ଲିକ ସଭା ପରିଚାଳନା କରିଥିଲେ ।ହେମନ୍ତ ମଲ୍ଲିକ ସଭା ଧନ୍ୟବାଦ୍ ଅର୍ପଣ କରିଥିଲେ ।

Exit mobile version