ବେଗୁନିଆରେ ଉନ୍ନୟନ ମୂଳକ କାର୍ଯ୍ୟକୁ ନେଇ ଜିଲ୍ଲାପାଳଙ୍କୁ ଭେଟିଲେ – ବିଧାୟକ ପ୍ରଦୀପ କୁମାର ସାହୁ

୧୧ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ବେଗୁନିଆ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଦୀପ କୁମାର ସାହୁ ମଙ୍ଗଳବାର ଦିନ ପୂର୍ବାହ୍ନରେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ ।

ଏଥିରେ ନିର୍ବାଚନ ମଣ୍ଡଳୀର ଶିକ୍ଷା,ସ୍ବାସ୍ଥ୍ୟ, ଗମନା ଗମନ,ପାନୀୟ ଜଳ ଓ ଶିଳ୍ପ ସଂସ୍ଥାରେ ବେକାରୀ ନିଯୁକ୍ତି ସମେତ ବିଭିନ୍ନ ସମସ୍ୟା ପ୍ରଶାସନିକ ସ୍ତରରେ ସମାଧାନ କରିବା ପାଇଁ ଆଲୋଚନା କରିଥିଲେ ।

Exit mobile version