Home ଓଡ଼ିଶା ମା “ଦକ୍ଷିଣା କଳିକା ଦେବୀଙ୍କ ପ୍ରଥମ ବାର୍ଷିକ ବିଶ୍ୱଶlନ୍ତି ମହାଯଜ୍ଞ ଉଦଯାପିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୮ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳାସ୍ଥିତ ମା, ଦକ୍ଷିଣକାଳିକା ଦେବୀଙ୍କ ପୀଠରେ ପ୍ରଥମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ମହା ଆଡମ୍ବର ସହକାରେ ରବିବାର ଦିନ ଉଦଯାପିତ ହୋଇ ଯାଇଅଛି ! ଏହି ବିଶ୍ଵଶାନ୍ତି ମହାଯଜ୍ଞ ଗୁରୁବାର ଦିନ ଶୁଭ ଅଙ୍କୁରlରୋପଣ, ଓ ଶାଲା ମଣ୍ଡନ, ଶୁକ୍ରବାରଦିନ କଳସ ଯାତ୍ରା, ବ୍ରହ୍ମlବରଣ, ଅଗ୍ନିସ୍ଥାପନ, ପ୍ରସାଦ ସେବନ ଓ ସଂସୃତିକ କାର୍ଯ୍ୟକ୍ରମ, ଶନିବାରଦିନ ସୂର୍ଯ୍ୟପୂଜା, ଗୋପୂଜା, ଶାଲାସଂସ୍କାର, ଚଣ୍ଡୀପାଠ, ଗବ୍ୟାହୃତି ପ୍ରଦାନ ଓ ସଂl ସ୍କୃତିକ କାର୍ଯ୍ୟକ୍ରମ ଓ ରବିବାର ଦିନ ସୂର୍ଯ୍ୟପୂଜା, ଗୋପୂଜା, ଶାଲା ସଂସ୍କାର, ଗବ୍ୟାହୃତି ପ୍ରଦାନ, ପୂର୍ଣ୍ଣାହୁତି, ଚରୁ ସେବନ ଅନୁଷ୍ଠିତ ହୋଇଥିଲା ! ଏହି ପ୍ରଥମ ବାର୍ଷିକ ମହାଯଜ୍ଞରେ ମୁଖ୍ୟକର୍ତ୍ତା ଭାବେ ସତ୍ୟବାନ ସାହୁ, ସହଧର୍ମିଣୀ ଅହଲ୍ୟା ଓ ସୁରେନ୍ଦ୍ର କୁମାର ସାହୁ ଓ ତାଙ୍କ ଧର୍ମପତ୍ନୀ ସନ୍ତୋଷିନୀ ସାହୁ କର୍ତ୍ତକର୍ତ୍ତୀ ଭାବେ ସମ୍ପାଦନ କରିଥିବଲେ ¡ ଏହି ପ୍ରଥମବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞକୁ ପଣ୍ଡିତ ଗୌରୀମୋହନ ମିଶ୍ର, ପଦ୍ମନାଭ ଦାସ, ଜାନକୀବାଲ୍ଲଭ ଦାସ , ଦିଲ୍ଲୀପ କୁମାର ତ୍ରିପାଠୀ ବିଶ୍ୱଜିତ କର ଓ ,ମନ୍ଦିର ପୂଜକ ନାରାୟଣ ରଣା ପ୍ରମୁଖ ଯଜ୍ଞ ପରିଚାଳନା କରିଥିଲେ ! ପ୍ରତିଦିନ ଶତାଧିକ ବ୍ରତ ଧାରୀ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ଭକ୍ତମାନେ ଯୋଗଦେଉ ମାଙ୍କ ଦର୍ଶନ କରି କୃପା ଭିକ୍ଷା ଲାଭ କରିଥିଲେ ଏହି ବିଶ୍ଵଶାନ୍ତି ମହା ଯଜ୍ଞକୁ ରାଜସୁନାଖଳା ଗ୍ରାମବାସୀ ବୃନ୍ଦ ଓ ମା ଦକ୍ଷିଣକାଳୀ ମନ୍ଦିର ପରିଚାଳନା କମିଟିର ସମସ୍ତ ସଭ୍ୟବୃନ୍ଦ ଉପସ୍ଥିତ ରହି ସହଯୋଗ କରି ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ! ଭକ୍ତ ମାନଙ୍କ ପାଇଁ ଅନ୍ନ ପ୍ରସାଦ ର ବ୍ୟବସ୍ଥା କରାଯାଇ ଥିଲା । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ତ୍ରିବେଣୀ କଳାକାର ସଂଘର ତୃତୀୟ ବର୍ଷ ନୁଆଁଖାଇ ଭେଟ ଘାଟ ୨୦୨୬ by Proprietor Abhimanyu Maharana October 8, 2026 ପୁରୀ ରେ ଦୁର୍ଗାପୂଜା ଓ ଭସାଣି ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana October 8, 2026 ସବରେଜିଷ୍ଟର ଅଫିସ ସମ୍ମୁଖ ବରଗଛ ଡାଳ ଭାଙ୍ଗିଲା ଅଳ୍ପକେ ରକ୍ଷାପାଇଲେ ଓକିଲ, ମୋହରିର ଓ ଷ୍ଟାମ୍ପ ଭେଣ୍ଡର by Proprietor Abhimanyu Maharana October 8, 2026 ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର ରାଜ୍ୟ ସମ୍ମିଳନୀ ରେ ନିର୍ମାଣ ଶ୍ରମିକଙ୍କୁ ମାସିକ ପେନସନ ଦାବୀ by Proprietor Abhimanyu Maharana October 8, 2026 ଓଡ଼ିଶା ବନ୍ଦ ପାଇଁ ଇଣ୍ଡିଆ ମେଣ୍ଟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ by Proprietor Abhimanyu Maharana October 8, 2026 ଅଶାନ୍ତ ବ୍ରହ୍ମଗିରି ଗୁଳିମାଡରେ ଯୁବକ ଗୁରୁତର ଭୁବନେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର by Proprietor Abhimanyu Maharana October 8, 2026