ସିନ୍ଧେକେଲା ପୋଲିସ ଷ୍ଟେସନ ଠାରେ ସ୍ୱର୍ଗୀତ ପୋଲିସ କର୍ମଚାରୀ କରୋନା ଯୋଦ୍ଧା ଙ୍କ ଉଦ୍ଦେଶ୍ୟ ରେ ନିରବ ପ୍ରାର୍ଥନା ଓ ସପତ ପାଠ।

ଓଡିଶା ତାଜା ନ୍ୟୁଜ୍ (୦୬ ଅଗଷ୍ଟ ଗୁରୁବାର) ବଲାଙ୍ଗୀର :- ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା ପରିସର,ରେ ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ,ଆଇ ଆଇ,ସି, ଅନନ୍ତ କୁମାର ପ୍ରଧାନ ଅଧ୍ୟକ୍ଷତା ରେ ବିଶ୍ୱ ମହାମାରୀ କରୋନା ସଂକ୍ରମଣ ରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖ କୁ ଠେଲି ହୋଇ ଯାଇଥିବା କାର୍ଯ୍ୟରତ ପୋଲିସ କର୍ମଚାରି ରବି ନାରାୟଣ ବେହେରା, ଶିବ ରାମ ଦାସ

କୃଷ୍ଣ ଚନ୍ଦ୍ର ମଣ୍ଡଳ,ଗକୁଳ ନାୟକ ସତ୍ୟରଞ୍ଜନ ସେଟ ନୃସିଂହ ଦାସ ଉଦ୍ଧେଶ୍ୟ ରେ ୧ ମିନିଟ ପାଇଁ ନିରବ ପ୍ରାର୍ଥନା ଓ ସତ୍ୟପାଠ ପାଳନ କରାଯାଇଥିଲା ଏ ଅବସରରେ ଥାନା ଅନ୍ୟ କର୍ମଚାରୀ ମାନଙ୍କ ମଧ୍ୟ ରେ ଶବଇନିସପେକ୍ଟର ସୁମନ ମଲ୍ଲିକ,ଏ,ସ,ଆଇ ଅରକ୍ଷିତ ନାୟକ, ସାମ୍ବାଦିକ ସୁଶାନ୍ତ କୁମାର ଥାନାପତି,ଓଡିଶା ଟାଇମ୍ସି ପ୍ରତିନିଧି ଅଭିମନ୍ୟୁ ବହିଦାର ଯୋଗଦେଇ ଦୁଇ ଜଣ କରୋନା ସଂକ୍ରମଣ ରେ ମୃତ୍ୟୁ ସାମ୍ବାଦିକ ଙ୍କ ପ୍ରତି ମଧ୍ୟ ନିରବ ପ୍ରାର୍ଥନା କରିଥିଲେ କଳାହାଣ୍ଡି ଜିଲ୍ଲା (ରିପୋର୍ଟ – ଛାୟାକାନ୍ତ ନାଏକ)

Exit mobile version