
୫ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଏକାମ୍ର ନିର୍ବାଚନ ମଣ୍ଡଳୀରେ ନବ ନିର୍ବାଚିତ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ନିଜର ବିଜେପି କାର୍ଯ୍ୟାଳୟରୁ ହଜାର ହଜାର ସଂଖ୍ୟାରେ ସମର୍ଥକ ଓ ଜନସାଧାରଣ ସହ ବିଶାଳ ପଦଯାତ୍ରା ରେ ଜାଇ ପ୍ରଭୁ ଶ୍ରୀ ଲିଙ୍ଗରାଜ ଙ୍କ ଦର୍ଶନ କରି ସମସ୍ତଙ୍କ ମଙ୍ଗଳ କାମନା କରିଥିଲେ। ଏହି ଅବସରରେ ଭୁବନେଶ୍ୱର ନବ ନିର୍ବାଚିତ ସାଂସଦ ଅପରାଜିତା ଷଡ଼ଙ୍ଗୀ,

