Home ଓଡ଼ିଶା ଓଡ଼ିଶା ବିଧାନସଭାର ନବ ନିର୍ବାଚିତ ବିଜୟୀ ପ୍ରାର୍ଥୀଙ୍କ ନାମ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ବିଜେଡ଼ି, ବିଜେପି, କଂଗ୍ରେସ୍ , ସିପିଆଇଏମ୍ , ସ୍ଵାଧୀନ ୫ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆନନ୍ଦପୁର :-> ଅଭିମନ୍ୟୁ ସେଠୀ (ବଜେଡି), ଅନୁଗୁଳ – ପ୍ରତାପ ପ୍ରଧାନ (ବିଜେପି), ଆସିକା – ସରୋଜ ପାଢ଼ୀ (ବିଜେପି), ଆଠଗଡ଼ – ରଣେନ୍ଦ୍ର ପ୍ରତାପ ସ୍ୱାଇଁ (ବିଜେଡି), ଆଠମଲ୍ଲିକ – ନଳିନୀକାନ୍ତ ପ୍ରଧାନ (ବିଜେଡି), ଅତାବିରା – ନିହାର ମହାନନ୍ଦ (ବିଜେପି), ଆଳି – ପ୍ରତାପ ଦେବ (ବିଜେଡି), ବଡ଼ସାହି – ସନାତନ ବିଜୁଳି (ବିଜେପି), ବାଲେଶ୍ୱର – ମାନସ ଦତ୍ତ ବିଜୟୀ (ବିଜେପି), ବାଲିଗୁଡ଼ା – ଚକ୍ରମଣି କହଁର (ବିଜେଡି) ,ବାଲିକୁଦା-ଏରସମା – ସାରଦା ଜେନା (ବିଜେଡି), ବାଙ୍ଗିରିପୋଷି – ସଂଜଳି ମୁର୍ମୁ (ବିଜେପି), ବାଙ୍କୀ – ଦେବୀରଂଜନ ତ୍ରିପାଠୀ (ବିଜେଡି), ବାରବାଟୀ-କଟକ – ସୋଫିଆ ଫିର୍ଦୋସ (କଂଗ୍ରେସ), ବଡ଼ମ୍ବା – ବିଜୟ ଦଳବେହେରା (ସ୍ୱାଧୀନ), ବଡ଼ଚଣା – ଅମର ନାୟକ (ବିଜେପି), ବରଗଡ଼ – ଅଶ୍ୱିନୀ ଷଡ଼ଙ୍ଗୀ (ବିଜେପି), ବରୀ – ବିଶ୍ୱରଂଜନ ମଲ୍ଲିକ (ବିଜେଡି) ,ବାରିପଦା – ପ୍ରକାଶ ସୋରେନ (ବିଜେପି), ବସ୍ତା – ସୁବାସିନୀ ଜେନା (ବିଜେଡି), ବାସୁଦେବପୁର – ଅଶୋକ ଦାସ (କଂଗ୍ରେସ) ,ବେଗୁନିଆ – ପ୍ରଦୀପ ସାହୁ (ବିଜେଡି), ବ୍ରହ୍ମପୁର – କେ. ଅନିଲ କୁମାର (ବିଜେପି), ଭଦ୍ରକ – ସୀତାଂଶୁ ମହାପାତ୍ର (ବିଜେପି), ଭଣ୍ଡାରୀପୋଖରୀ – ସଂଜୀବ ମଲ୍ଲିକ (ବିଜେଡି), ଭଂଜନଗର – ପ୍ରଦ୍ୟୁମ୍ନ ନାୟକ (ବିଜେପି), ଭଟଲୀ – ଈରାଶିଷ ଆଚାର୍ଯ୍ୟ (ବିଜେପି) ,ଭବାନୀପାଟଣା – ସାଗର ଦାସ (କଂଗ୍ରେସ), ଭୋଗରାଇ – ଗୌତମବୁଦ୍ଧ ଦାସ (ବିଜେଡି), ଭୁବନେଶ୍ୱର ମଧ୍ୟ – ଅନନ୍ତ ନାରାୟଣ ଜେନା (ବିଜେଡି) , ଭୁବନେଶ୍ୱର ଉତ୍ତର – ସୁଶାନ୍ତ ରାଉତ (ବିଜେଡି), ବିଜେପୁର – ସନତ ଗଡ଼ତିଆ (ବିଜେପି) ,ବିଂଝାରପୁର – ପ୍ରମିଳା ମଲ୍ଲିକ (ବିଜେଡି) ,ବୀରମିତ୍ରପୁର – ରୋହିତ ଯୋଶେଫ ତିର୍କି (ବିଜେଡି), ବୀରମହାରାଜପୁର – ରଘୁନାଥ ଜଗଦଲା (ବିଜେପି), ବିଷମକଟକ – ନୀଳମାଧବ ହିକକା (କଂଗ୍ରେସ) ବଣାଇ – ଲକ୍ଷ୍ମଣ ମୁଣ୍ଡା (ସିପିଆଇଏମ୍) ବୌଦ୍ଧ – ସରୋଜ ପ୍ରଧାନ (ବିଜେପି), ବ୍ରହ୍ମଗିରି – ଉପାସନା ମହାପାତ୍ର (ବିଜେପି), ବ୍ରଜରାଜନଗର – ସୁରେଶ ପୂଜାରୀ (ବିଜେପି), ଚମ୍ପୁଆ – ସନାତନ ମହାକୁଡ଼ (ବିଜେଡି), ଛେଣ୍ଡିପଦା – ଅଗସ୍ତୀ ବେହେରା (ବିଜେପି) ,ଚିକିଟି – ମନୋରଂଜନ ଦ୍ୟାନସାମନ୍ତରାୟ (ବିଜେପି), ଚିଲିକା – ପୃଥ୍ୱୀରାଜ ହରିଚନ୍ଦନ (ବିଜେପି) ,ଚିତ୍ରକୋଣ୍ଡା – ମଙ୍ଗୁ ଖିଲ (କଂଗ୍ରେସ) ,ଚୌଦ୍ୱାର କଟକ – ସୌଭିକ ବିଶ୍ୱାଳ (ବିଜେଡି) ,କଟକ ସଦର – ପ୍ରକାଶ ସେଠୀ (ବିଜେପି) ,ଡାବୁଗାଁ – ମନୋହର ରନ୍ଧାରୀ (ବିଜେଡି) ,ଦଶପଲ୍ଲା – ରମେଶ ବେହେରା (ବିଜେଡି) ,ଦେବଗଡ଼ – ରୋମାଞ୍ଚ ରଂଜନ ବିଶ୍ୱାଳ (ବିଜେଡି), ଧାମନଗର – ସୂର୍ଯ୍ୟବଂଶୀ ସୂରଜ (ବିଜେପି), ଧର୍ମଗଡ଼ – ସୁଧିର ପାଟ୍ଟଯୋଶୀ (ବିଜେପି) ,ଧର୍ମଶାଳା – ହିମାଂଶୁ ସାହୁ (ସ୍ୱାଧୀନ) ,ଢେଙ୍କାନାଳ – କୃଷ୍ଣଚନ୍ଦ୍ର ପାତ୍ର (ବିଜେପି), ଦିଗପହଣ୍ଡି – ସିଦ୍ଧାନ୍ତ ମହାପାତ୍ର (ବିଜେପି) ,ଏକାମ୍ର ଭୁବନେଶ୍ୱର – ବାବୁ ସିଂ (ବିଜେପି), ଜି.ଉଦୟଗିରି – ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ (କଂଗ୍ରେସ) ,ଘସିପୁରା – ବଦ୍ରି ନାରାୟଣ ପାତ୍ର (ବିଜେଡି), ଗୋପାଳପୁର – ବିଭୂତି ଜେନା (ବିଜେପି), ଗୁଣପୁର – ସତ୍ୟଜିତ ଗମା (କଂଗ୍ରେସ), ହିନ୍ଦୋଳ – ସୀମାରାଣୀ ନାଏକ (ବିଜେପି), ହିଂଜିଳି – ନବୀନ ପଟ୍ଟନାୟକ (ବିଜେଡ଼ି), ଜଗତସିଂହପୁର – ଅମରେନ୍ଦ୍ର ଦାସ (ବିଜେପି), ଜଳେଶ୍ୱର – ଅଶ୍ୱିନୀ ପାତ୍ର (ବିଜେଡି), ଯଶୀପୁର – ଗଣେଶରାମ ଖୁଣ୍ଟିଆ (ବିଜେପି) ,ଜଟଣୀ – ବିଭୁତି ବଳବନ୍ତରାୟ (ବିଜେଡି), ଜୟଦେବ – ନବକିଶୋର ମଲ୍ଲିକ (ବିଜେଡି), ଜୟପୁର – ତାରା ବାହିନୀପତି (କଂଗ୍ରେସ), ଝରିଗାଁ – ନରସିଂହ ଭତ୍ରା (ବିଜେପି) ,ଝାରସୁଗୁଡ଼ା – ଟଙ୍କଧର ତ୍ରିପାଠୀ (ବିଜେପି) ,କବିସୂର୍ଯ୍ୟନଗର – ପ୍ରତାପ ନାୟକ (ବିଜେପି), କାକଟପୁର – ତୁଷାରକାନ୍ତି ବେହେରା (ବିଜେଡି), କାମାକ୍ଷାନଗର – ଶତ୍ରୁଘ୍ନ ଜେନା (ବିଜେପି) ,କଣ୍ଟାମାଳ – କହ୍ନେଇ ଚରଣ (ବିଜେପି), କରଞ୍ଜିଆ – ପଦ୍ମଚରଣ ହାଇବ୍ରୁ (ବିଜେପି) ,କେନ୍ଦ୍ରାପଡ଼ା – ଗଣେଶ୍ୱର ବେହେରା (ବିଜେଡି) ,କେନ୍ଦୁଝର – ମୋହନ ମାଝୀ (ବିଜେପି) ,ଖଲ୍ଲିକୋଟ – ପୂର୍ଣ୍ଣଚନ୍ଦ୍ର ସେଠୀ (ବିଜେପି), ଖଣ୍ଡପଡ଼ା – ଦୁଷ୍ମନ୍ତ ସ୍ୱାଇଁ (ବିଜେପି), ଖଡ଼ିଆଳ – ଅଧିରାଜ ପାଣିଗ୍ରାହୀ (ବିଜେଡି), ଖୋର୍ଦ୍ଧା – ପ୍ରଶାନ୍ତ ଜଗଦ୍ଦେବ (ବିଜେପି), କୋରାପୁଟ – ରଘୁରାମ ମାଛ (ବିଜେପି), କୋରେଇ – ଆକାଶ ଦାସ ନାୟକ (ବିଜେପି), କୋଟପାଡ଼ – ରୁପୁ ଭତ୍ରା (ବିଜେପି), କୁଚିଣ୍ଡା – ରବି ନାଏକ (ବିଜେପି) , ଲାଞ୍ଜିଗଡ଼ – ପ୍ରଦୀପ ଦିଶାରୀ (ବିଜେଡି), କଣ୍ଟାବାଂଜି – ଲକ୍ଷ୍ମଣ ବାଗ (ବିଜେପି), ଲକ୍ଷ୍ମୀପୁର – ପବିତ୍ର ସାଉନ୍ତା (କଂଗ୍ରେସ), ଲୋଇସିଂହା – ମୁକେଶ ମହାଲି (ବିଜେପି), ମହାକାଳପଡ଼ା – ଦୁର୍ଗାପ୍ରସନ୍ନ ନାୟକ (ବିଜେପି), ମାହାଙ୍ଗା – ସାରଦା ପ୍ରଧାନ (ସ୍ୱାଧୀନ) ,ମାଲକାନଗିରି – ନରସିଂହ ମାଡ଼କାମୀ (ବିଜେପି), ମୋହନା – ଦାଶରଥୀ ଗମାଙ୍ଗ (କଂଗ୍ରେସ), ମୋରଡ଼ା – କୃଷ୍ଣଚନ୍ଦ୍ର ମହାପାତ୍ର (ବିଜେପି) ,ନବରଙ୍ଗପୁର – ଗୌରୀଶଙ୍କର ମାଝୀ (ବିଜେପି), ନର୍ଲା – ମନୋରମା ମହାନ୍ତି (ବିଜେଡି), ନୟାଗଡ଼ – ଅରୁଣ ସାହୁ (ବିଜେଡି), ନିଆଳି – ଛବି ମଲ୍ଲିକ (ବିଜେପି), ନୀଳଗିରି – ସନ୍ତୋଷ ଖଟୁଆ (ବିଜେପି), ନିମାପଡ଼ା – ପ୍ରଭାତି ପରିଡ଼ା (ବିଜେପି), ନୂଆପଡ଼ା – ରାଜେନ୍ଦ୍ର ଢ଼ୋଲକିଆ (ବିଜେଡି), ପଦ୍ମପୁର – ବର୍ଷା ସିଂ ବରିହା (ବିଜେଡି) ,ପାଲଲହଡ଼ା – ଅଶୋକ ମହାନ୍ତି (ବିଜେପି), ପାରାଦୀପ – ସଂପଦ ସ୍ୱାଇଁ (ବିଜେପି), ପାରଳାଖେମୁଣ୍ଡି – ରୂପେଶ ପାଣିଗ୍ରାହୀ (ବିଜେଡି), ପର୍ଜଙ୍ଗ – ବିଭୁତି ପ୍ରଧାନ (ବିଜେପି), ପାଟକୁରା – ଅରବିନ୍ଦ ମହାପାତ୍ର (ବିଜେଡି) ,ପାଟଣା – ଅଖିଳ ନାଏକ (ବିଜେପି) ,ପାଟଣାଗଡ଼ – କନକ ବର୍ଦ୍ଧନ ସିଂହଦେଓ (ବିଜେପି), ଫୁଲବାଣୀ – ଉମାଚରଣ ମଲ୍ଲିକ (ବିଜେପି), ପିପିଲି – ଆଶ୍ରିତ ପଟ୍ଟନାୟକ (ବିଜେପି) ,ପୋଲସରା – ଗୋକୁଳାନନ୍ଦ ମଲ୍ଲିକ (ବିଜେପି), ପଟାଙ୍ଗୀ – ରାମଚନ୍ଦ୍ର କାଡ଼ାମ (କଂଗ୍ରେସ), ପୁରୀ – ସୁନୀଲ ମହାନ୍ତି (ବିଜେଡି) ,ରଘୁନାଥପାଲ୍ଲୀ – ଦୁର୍ଗାଚରଣ ତନ୍ତୀ (ବିଜେପି) ,ରେଢ଼ାଖୋଲ – ପ୍ରସନ୍ନ ଆଚାର୍ଯ୍ୟ (ବିଜେଡି) ,ରାଇରଙ୍ଗପୁର – ଜୋଲେନ ନାଏକ (ବିଜେପି) , ରାଜନଗର – ଧୃବ ସାହୁ (ବିଜେଡି), ରାଜଗାଙ୍ଗପୁର – ସିଏସ୍ ରାଜନ ଏକ୍କା (କଂଗ୍ରେସ), ରଣପୁର – ସୁରମା ପାଢ଼ୀ (ବିଜେପି) , ରାୟଗଡ଼ା – ଆପଲାସ୍ୱାମୀ କାଡ୍ରାକା (କଂଗ୍ରେସ) ,ରେମୁଣା – ଗୋବିନ୍ଦ ଦାସ (ବିଜେପି), ରେଙ୍ଗାଲି – ସୁଦର୍ଶନ ହରିପାଲ (ବିଜେଡି) ,ରାଉରକେଲା – ସାରଦା ନାୟକ (ବିଜେଡି), ସାଲେପୁର – ପ୍ରଶାନ୍ତ ବେହେରା (ବିଜେଡି) ,ସମ୍ବଲପୁର – ଜୟନାରାୟଣ ମିଶ୍ର (ବିଜେପି), ସାନଖେମୁଣ୍ଡି – ରମେଶ ଜେନା (କଂଗ୍ରେସ), ସାରସକଣା – ଭାଦବ ହାଁସଦା (ବିଜେପି), ସତ୍ୟବାଦୀ – ଓମ୍ପ୍ରକାଶ ମିଶ୍ର (ବିଜେପି), ସିମୁଳିଆ – ପଦ୍ମଲୋଚନ ପଣ୍ଡା (ବିଜେପି), ସୋନପୁର – ନିରଞ୍ଜନ ପୂଜାରୀ (ବିଜେଡି), ସୋର – ମାଧବ ଧଡ଼ା (ବିଜେଡି), ସୁକିନ୍ଦା – ପ୍ରଦୀପ ବଳସାମନ୍ତ (ବିଜେପି), ସୁନ୍ଦରଗଡ଼ – ଯୋଗେଶ ସିଂହ (ବିଜେଡି) ,ସୋରଡ଼ା – ନୀଳମଣି ବିଷୋୟୀ (ବିଜେପି) ,ତାଳଚେର – ବ୍ରଜ କିଶୋର ପ୍ରଧାନ (ବିଜେଡ) ,ତଳସରା – ଭବାନୀ ଭୋଇ (ବିଜେପି), ତେଲକୋଇ – ଫକୀର ନାୟକ ବିଜୟୀ (ବିଜେଡି), ତିର୍ତ୍ତୋଲ – ରମାକାନ୍ତ ଭୋଇ (ବିଜେଡି), ଟିଟିଲାଗଡ଼ – ନବୀନ ଜୈନ (ବିଜେପି), ଉଦଳା – ଭାସ୍କର ମଢ଼େଇ (ବିଜେପି) ,ଉମରକୋଟ – ନିତ୍ୟାନନ୍ଦ ଗଣ୍ଡ (ବିଜେପି), Categories: ଓଡ଼ିଶା, ମହାନଗର, ହୋମ୍ Related Content ଝିଅର ଚିକିତ୍ସା ଅବହେଳାକୁ ନେଇ ବଚସାରୁ ପତ୍ନୀକୁ ହତ୍ୟା ପତ୍ନୀହନ୍ତା ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ by Proprietor Abhimanyu Maharana August 20, 2026 କଟକ ବଡ ମେଡିକାଲ ଓ ରାଉରକେଲା ହନୁମାନ ବାଟିକା ପ୍ରକଳ୍ପ ପୁନଃବିକାଶ କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana August 20, 2026 ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତାଙ୍କ ଦାୟିତ୍ୱ ଗ୍ରହଣ by Proprietor Abhimanyu Maharana August 19, 2026 ନିଶାମୁକ୍ତ ସମାଜ ଗଠନ ପାଇଁ ଆଜି ରାଜ୍ୟର ସାମୁହିକ ଶପଥ ପାଠ by Proprietor Abhimanyu Maharana August 19, 2026 ଜିଲ୍ଲା ପ୍ରଶାସନ ଙ୍କ ସମେତ ବହୁ ବିଧାୟକ ଙ୍କ ଖଣ୍ଡପଡ଼ା ସୁନାମୁହିଁ ଡ୍ୟାମ ପରିଦର୍ଶନ by Proprietor Abhimanyu Maharana August 19, 2026 Rashtriya Prabasi Odia Paribar hosts Health Camp by Proprietor Abhimanyu Maharana August 19, 2026