ବିଶ୍ଵ ଋତୁସ୍ରାବ ଦିବସ ପାଳନ 

୦ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ବେଗୁନିଆ ସଦର ମହକୁମା ସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ସଭା ଗୃହରେ ବିଶ୍ଵ ଋତୁସ୍ରାବ ଦିବସ ପାଳନ ହୋଇଛି । ଏଥିରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ମଧୁ ସୂଦନ ସୁବୁଦ୍ଧି ଯୋଗ ଦେଇ ଉପସ୍ଥିତ

ଥିବା ଜନ ସାଧାରଣଙ୍କୁ ଋତୁସ୍ରାବ ଜନିତ ସମସ୍ୟା ଓ ପ୍ରତିଷେଧ ମୂଳକ ବ୍ୟବସ୍ଥା ସମ୍ପର୍କରେ ଅବଗତ କରିଥିଲେ। ଫାର୍ମାସିଷ୍ଟ ଗୌତମ ସାମନ୍ତରାୟ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ବିବରଣୀ ପ୍ରଦାନ କରିଥିଲେ ।

 

Exit mobile version