ସନ୍ଧ୍ୟାରେ ଅଭିଯୋଗ , ସକାଳେ ପୂରଣ

୨୧ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା ଜିଲ୍ଲା :->  ବୋଲଗଡ଼ ବ୍ଲକ ଗାଆଁ ର ପାଣି ସମସ୍ୟାକୁ ଦୂର କଲେ ନେତା । ବୋଲଗଡ଼ ସାଗରୁ ଗାଆଁ ପଞ୍ଚାୟତରେ ବିଜେଡି ବାଇକ୍ ରାଲି ବେଳେ ମହିଳା ମାନେ ନେତାଙ୍କୁ ପାଣି ସମସ୍ୟା ନେଇ ଅଭିଯୋଗ କରିଥିଲେ।

ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ସାହୁ ସନ୍ଧ୍ୟାରେ ମହିଳାଙ୍କ ଅଭିଯୋଗ ଶୁଣି ସକାଳେ ବିଶୁଦ୍ଧ ପାଣି ଟ୍ୟାଙ୍କର ପଠାଇ ଗାଆଁ ର ପାଣି ସମସ୍ୟାକୁ ଦୂର କରିଥିଲେ।ଏହା ସହିତ ଆଗାମୀ ଦିନରେ ପାଣି ସମସ୍ୟାକୁ ନିଶ୍ଚିନ୍ତ ଦୂର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

Exit mobile version