ଓଡିଶା ତାଜା ନ୍ୟୁଜ୍ ( ୦୪ ଅଗଷ୍ଟ ମଙ୍ଗଳବାର ) ବରଗଡ଼ :- ବେଦ ଭୁଷଣ ୨୦୧୯ ୟୁପିଏସସି ପରୀକ୍ଷା ରେ ୨୯୫ ରେଙ୍କ ପାଇ ଜିଲ୍ଲା ର ଗୈାରବ ବଢାଇଛନ୍ତି । ତାଙ୍କ ବାପା ସୋମଦତ୍ତ ବୁର୍ଲା କେନ୍ଦ୍ରିୟ ବିଦ୍ୟାଳୟ ରେ ଶିକ୍ଷକତା କରୁଥିବା ବେଳେ ମାଁ ସୁରଭି ସାହୁ ଚକିଲିଫାର୍ମ ୟୁଜିଏମଇ ସ୍କୁଲ ରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । କଠିନ ପରିଶ୍ରମ ଓ ନିଷ୍ଠା ଥିଲେ ଜଣେ ନିଶ୍ଚୟ ସଫଳତା ହାସଲ କରିବା ବୋଲି ବେଦ ଭୁଷଣ କହନ୍ତି । ଆମେ ଏକ ଭଲ ପରିବେଶ ଦେଇ ପାରିଲୁ ଯାହାକି ପୁଅର ସଫଳତା ରେ ସହାୟକ ହେଲା ବୋଲି ବିପାକ ସୋମଦତ୍ତ କହନ୍ତି । ( ରିପୋର୍ଟ – ସତ୍ୟ ନାରାୟଣ ପ୍ରଧାନ )
ବରଗଡ଼ ର ବେଦ ଭୁଷଣ ୟୁପିଏସସି ରେ ୧୯୫ ରେଙ୍କ ପାଇଲେ

- Categories: Uncategorized, ଓଡ଼ିଶା, ଶିକ୍ଷା ଓ ନିଯୁକ୍ତି, ହୋମ୍
Related Content
Silk India’ exhibition begins at Hotel Prachi
by
Proprietor Abhimanyu Maharana
August 14, 2026
ହୋଟେଲ ପ୍ରାଚୀରେ ‘ସିଲ୍କ ଇଣ୍ଡିଆ’ ପ୍ରଦର୍ଶନୀ ଆରମ୍ଭ
by
Proprietor Abhimanyu Maharana
August 14, 2026
ବିରିଡି ବ୍ଲକ ରେ "ହର ଘର ତ୍ରିରଙ୍ଗା" ଶୋଭାଯାତ୍ରା
by
Proprietor Abhimanyu Maharana
August 14, 2026
ନୟାଗଡ଼ରେ ଏବିଭିପି ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା
by
Proprietor Abhimanyu Maharana
August 14, 2026
ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଗବେଷଣା ତଥା ପଢ଼ାପଢ଼ି ପାଇଁ ଶରୀର ଦାନ କଲେ ହରିଶ ପ୍ରଧାନ ଆଉ ତାଙ୍କ ସହଧର୍ମିଣୀ
by
Proprietor Abhimanyu Maharana
August 14, 2026
ସାଇ ହେଲ୍ଥ କେୟାରର ମାଗଣା ସ୍ୱାସ୍ଥ୍ୟ ଶିବିର
by
Proprietor Abhimanyu Maharana
August 14, 2026