ଗୋଷାଣୀ ବ୍ଲକ ଲୀଙ୍ଗିପୁର ସ୍ଥିତ ଆଦର୍ଶ ବିଦ୍ୟାଳୟର ୧୦ମ ଶ୍ରେଣୀ ସିବିଏସି ଇ ପରୀକ୍ଷାର ଛାତ୍ରୀ ଶ୍ରୀପୂର୍ଣ୍ଣl ସତରୂପା ଙ୍କ ସଫଳତା

୧୪ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଲିଙ୍ଗିପୁର ଓଡିଶା ଆଦର୍ଶ ବିଦ୍ୟାଳୟରେ ପଢୁଥିବା ଛାତ୍ରୀ ଶ୍ରୀପୂର୍ଣା ସତରୁପା ଦଳାଇ ସିବିଏସଇ ୧୦ମ ଶ୍ରେଣୀ ପରୀକ୍ଷାରେ ଶତକଡା ୯୩.୬ ପ୍ରତିଶତ ମାର୍କ ରଖି ସ୍କୁଲକୁ ସଫଳତା ଆଣି ଦେଇଥିବାରୁ ସ୍କୁଲ ର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଶ୍ରୀପୂର୍ଣ୍ଣl ଙ୍କୁ ଅଭିନନ୍ଦନ ଜଣାଇଥିଲେ l

ତାଙ୍କର ଏହି ସଫଳତା ପାଇଁ ପିତା ଜଗନ୍ନାଥ ଦଳାଇ ମାତା ଶିକ୍ଷୟତ୍ରୀ ସସ୍ମିତା କୁମାରୀ ଜେନା ଏବଂ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦିଗ ଦର୍ଶନ ଓ ଅବଦାନ ବୋଲି ଶ୍ରୀ ପୂର୍ଣ୍ଣl କହିଛନ୍ତି l

Exit mobile version