ନୟାଗଡ ଜିଲ୍ଲା ସ୍ବର୍ଣ୍ଣରୌପ୍ୟ କାରିଗରୀ ସଙ୍ଘପକ୍ଷରୁ ବିପୁଳ ସମ୍ବର୍ଦ୍ଧନା  

୧୩ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ :-> ନୟାଗଡ ଜିଲ୍ଲା ସମସ୍ତ ସ୍ବର୍ଣ୍ଣକାର କାରିଗର ଭାଇ ମାନେ ଇଟାମାଟି UCO ବ୍ୟାଙ୍କ କମ୍ପ୍ଲେକ୍ସ ଭିତରେ କାରିଗର ମାନ ଙ୍କ ର ଉର୍ନ୍ନତି ପାଇଁ କାର୍ଯ୍ୟ କରିଥିବାରୁ ବିଧାୟକ ଡ଼. ଅରୁଣ କୁମାର ସାହୁ ଙ୍କୁ ବିପୁଳ ସମ୍ବର୍ଦ୍ଧନା କରିଥିଲେ ମୁଖ୍ୟ ଉପଦେଷ୍ଟା ବିଶ୍ୱନାଥ ମହାପାତ୍ର ,

ଉପସଭାପତି ଅନନ୍ତ ନାରାୟଣ ମହାପାତ୍ର , ସମ୍ପାଦକ ନିରଞ୍ଜନ ସାଥୁଆ, କୋଷାଧକ୍ଷ ଶୁକଦେବ ସାଥୁଆ ଓ ଲିଙ୍ଗରାଜ ସାଥୁଆ ଏହି ସଭା ର ସଭାପତି ହୋଇ ସଭା ପରିଚାଳନା କରିଥିଲେ | ଏହି ସଭା ରେ ଜିଲ୍ଲା ର ଅନେକ ସୁନାମ ଧନ୍ୟ କାରିଗରୀ ଉପସ୍ଥିତ ଥିଲେ ଓ ନିଜର ଖୁସି ବ୍ୟକ୍ତ କରିଥିଲେ |

Exit mobile version