ଓଡିଶା ତାଜା ନ୍ୟୁଜ୍ ( ୦୪ ଅଗଷ୍ଟ ମଙ୍ଗଳବାର ) ନୟାଗଡ :- ଆଜି ୦୪.୦୮.୨୦୨୦ ଦିନ ୧୨ ଟା ବେଳେ ଭାରତୀୟ ମଜଦୁର ସଂଘ, ନୟାଗଡ଼-ଜିଲ୍ଲା ସଂପାଦକ ସୁକାନ୍ତ କୁମାର ମହାପାତ୍ର ଙ୍କ ନେତୃତ୍ଵରେ ଓଡିଶା ରାଜ୍ୟ ଆଶା ସାଥି ସଂଘ, ନୟାଗଡ଼-ଜିଲ୍ଲା ଭଉଣୀ ମାନଙ୍କ ତରଫରୁ ନୟାଗଡ଼ ବ୍ଲକ ବଡପଣ୍ଡୁସର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଚିକିତ୍ସା ଅଧିକାରୀଙ୍କୁ ୮ ଦାବୀ ପତ୍ର ପ୍ରଦାନ କରାଯାଇଥିଲା ଆଶା ସାଥି ଭଉଣୀ ମାନେ ହେଲେ ସଭାନେତ୍ରୀ ଅଞଳୀ ମହାନ୍ତି, ରଶ୍ମିତା ବେହେରା,ଶୈଳବାଳା ମହାପାତ୍ର ଓ ଅନ୍ୟ ଭଉଣୀ ମାନେ । (ରିପୋର୍ଟ- ରାମକୃଷ୍ଣ ରଥ)
ଭାରତୀୟ ମଜଦୁର ସଂଘ, ନୟାଗଡ଼-ଜିଲ୍ଲା କେନ୍ଦ୍ର ଚିକିତ୍ସା ଅଧିକାରୀଙ୍କୁ ୮ ଦାବୀ ପତ୍ର ପ୍ରଦାନ – ସୁକାନ୍ତ କୁମାର ମହାପାତ୍ର

- Categories: Uncategorized, ଓଡ଼ିଶା, ଦେଶ, ନୟାଗଡ଼ ନିଉଜ୍, ହୋମ୍
Related Content
Taneira reimagines ‘Solah Shringaar’ for the modern Indian woman with its new Diwali campaign
by
Proprietor Abhimanyu Maharana
October 7, 2026
VeDakshata : Creating Pathways to Livelihood for Rural Youth
by
Proprietor Abhimanyu Maharana
October 7, 2026
ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି
by
Proprietor Abhimanyu Maharana
October 7, 2026
ସିଲଭର ଗାନ୍ଧୀଙ୍କ ଦ୍ୱାରା ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ନିୟମିତକରଣ ଦାବୀ - ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ
by
Proprietor Abhimanyu Maharana
October 7, 2026
Silver Gandhi demands regularisation of Contractual Teachers - Submitted Memorandum to CM
by
Proprietor Abhimanyu Maharana
October 7, 2026
ମାଫିଆ ଓ ସିଣ୍ଡିକେଟଙ୍କ ସଲା ସୁତୁରାରେ ବେଧଡକ ଗୋଚାଲାଣ : କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସର ହାତ ଥରୁଛି
by
Proprietor Abhimanyu Maharana
October 7, 2026