ପୋଖରୀଗାଁର ପିଙ୍ଗଲେଶ୍ୱର୍ ମହାଦେବଙ୍କ ୧୨ତମ ବିଶ୍ବଶାନ୍ତି ମହାଯଜ୍ଞ ଅନୁଷ୍ଠିତ

୧୧ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିଆଳି :-> କଟକ ଜିଲ୍ଲା ନିଆଳୀ ବ୍ଲକଅଧିନସ୍ଥ ପୋଖରୀଗାଁ ଗ୍ରାମର ଆରାଧ୍ୟ ଦେବତା ବାବା ପିଙ୍ଗେଲେଶ୍ୱର୍ ମହାଦେବଙ୍କ ୧୨ତମ ପଞ୍ଚାୟତ ରେ ବେଶ ଆଡମ୍ବର ସହ ପାଳନ ହୋଇଯାଇଅଛି ଶ୍ରୀ ବାବା ମନ୍ଦିର ରେ 12 ତମ ବିଶ୍ୱଶାନ୍ତି ମହାଜଜ୍ଞ ମହା ଆଡ଼ମ୍ବରରେ ପାଳିତ ହୋଇ ଯାଇଛି । ଏହି ଉତ୍ସବ ଉପଲକ୍ଷେ ବାବା ପିଙ୍ଗଳେଶ୍ୱର ମହାଦେବ ମନ୍ଦିର ରେ ଶ୍ରଦ୍ଧାଳୁ ମାନଙ୍କର ବେଶ ଭିଡ଼ ଉତ୍ସାହ ଦେଖା ଦେଇଛି ,

ଏହି ଯଜ୍ଞ ଲାଗି ଦୁଇ ହଜାର ରୁ ଉର୍ଦ୍ଧ ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ପ୍ରସାଦ ସେବନର ଵେବସ୍ତା କରାଯାଇଥିଲା ବୋଲି ପୂଜା କମିଟିର କର୍ତା ନରହରି ପରିଡା , କର୍ତ୍ତୀ ବିନତି ପରିଡା, ରାଜ କିଶୋର ଦାଶ ,ବାବନ ଚରଣ ବାରିକ ,ଗଗନ ପରିଡା, ବଳରାମ ସ୍ୱାଇଁ ଭାବ ମହାରଣା, ମର୍ତ୍ୟଞ୍ଜୟ ବସ୍ତିଆ ,ସୁକାନ୍ତ ଦାସ, ଅରିକିତ ଦାସ ସମେତ ଅନେକ କର୍ମକର୍ତା ଓ ପୋଖରୀଗାଁ ଗ୍ରାମ ବାସିଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା ।

Exit mobile version