-
ଆପଣମାନେ ଯାହାକୁ ୫ ବର୍ଷ ପୂର୍ବରୁ ସାଂସଦ ଭାବରେ ପଠାଇଥିଲେ, ସେ ଆପଣଙ୍କ ପାଇଁ କିଛି କରିଛନ୍ତି କି?
-
ସାଂସଦ ଏଠି ସରପଞ୍ଚ, ୱାର୍ଡମେମ୍ବର ଓ ବିଧାୟକଙ୍କ କାମରେ ମୁଣ୍ଡ ଖେଳାଇଲେ, ନିଜ କାମ ଭୁଲି ଗଲେ, ଏବେ ନିର୍ବାଚନ ଆସିଲା ମନେ ପଡୁଛି
-
ଏ ମାଟି ହେଉଛି ବୀର ପାଇକ ମାଟି, ପାଇକର ତ୍ୟାଗକୁ ମୁଖ୍ୟମନ୍ତ୍ରୀ ସମ୍ମାନ ଦେବା ପାଇଁ ବହୁଥର କେନ୍ଦ୍ରକୁ ଲେଖିଛନ୍ତି, କିନ୍ତୁ ସାଂସଦଙ୍କର ଏଥିରେ କୌଣସି ଅବଦାନ ନାହିଁ,
-
ଆପଣମାନେ ତାଙ୍କୁ କ୍ଷମତା ଦେଲେ, ସେ କ୍ଷମତାର ଦୂରୁପଯୋଗ କରିବେ, ଲୋକଙ୍କୁ ଠକିଲେ, ଏ ମାଟିକୁ ଠକିଲେ
-
ଅନ୍ୟ ଦଳ ବି ମନିଫେଷ୍ଟୋ କରିଥାନ୍ତି, କିନ୍ତୁ ତାହା କାଗଜ ପତ୍ରରେ ରହିଯାଏ
-
ଆଜି ସନ୍ଧ୍ୟାରେ ଘୋଷଣା ହେବାକୁ ଥିବା ଆମର ମନିଫେଷ୍ଟୋ ପ୍ରତ୍ୟେକଙ୍କ ଘରେ ଓ ମୁହଁରେ ହସ ଫୁଟାଇବ, ବିରୋଧୀଙ୍କ ହସ ଲିଭାଇଦେବ
-
ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି, ତାଠୁ ଅଧିକ କରି ଦେଖାଇଥାନ୍ତି .
