ଭାରତୀୟ କଂଗ୍ରେସ ଦଳ କଲା ଶକ୍ତି ପ୍ରଦର୍ଶନ

୦୯ ଏପ୍ରିଲ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ନିର୍ବାଚନ ପ୍ରଚାର ଜୋର ଜାର କରୁଛି ଭାରତୀୟ କଂଗ୍ରେସ ଦଳ, ଗଜପତି ଜିଲା ମୋହନା ନିର୍ବାଚନ ମଣ୍ଡଳୀ ରେ, ମୋହେନ୍ଦ୍ରଗଡ଼ ରୁ ବାହାରି ର. ଉଦୟଗିରି ଠାରେ ଆଜି କଂଗ୍ରେସ ପକ୍ଷ ରୁ ଥାନା ପରିସର ରୁ ବାହାରି ହାଟପଦା ପର୍ଯ୍ୟନ୍ତ କଂଗ୍ରେସ ଦଳ ଶକ୍ତି ପ୍ରଦର୍ଶନ କରୀ, ଭୋଟର ମାନଙ୍କୁ କଂଗ୍ରେସ ର ଗେରିଣ୍ଟି କାର୍ଡ ବାଣ୍ଟି, ଭୋଟ ଭିକ୍ଷା କରୁଥିଲେ, ଏବଂ ଏଥର କଂଗ୍ରେସ ବିପୁଳ ସଂଖ୍ୟାରେ ମୋହନା ନିର୍ବାଚନ ମଣ୍ଡଳୀ ର ବିଧାନ ସଭା ପାର୍ଥୀ ଦାଶରଥି ଗମାଙ୍ଗ ଏବଂ ବ୍ରହ୍ମପୁର ସାଂସଦ ଲୋକସଭା ପାର୍ଥୀ ରଶ୍ମି ରଞ୍ଜନ ପଟନାୟକ ବିପୁଳ ସଂଖ୍ୟା ରେ ବିଜୟୀ ଲାଭ କରିବ ବୋଲି ଉଭୟ ପ୍ରକାଶ କରିଥିଲେ, ପୁଣି ଆଜି ର.ଉଦୟଗିରି ଠାରେ କଂଗ୍ରେସ ର ଅସ୍ଥାୟୀ ଅଫିସ ଗୃହ ଦାଶରଥି ଗମାଙ୍ଗ ଫିତା କାଟି ଉଦଘାଟନ କରି , ସମସ୍ତ କର୍ମୀ ମାନଙ୍କୁ ମିଷ୍ଟନ ବଣ୍ଟନ କରିଥିଲେ ଏବଂ ଆଜିର ଜନତାଙ୍କୁ ଦେଖି ଭାଷଣ ରେ ପ୍ରକାଶ କରିଥିଲେ କି, ଏହା ଏକ ମହା ଜନସମୁଦ୍ର l

Exit mobile version