ମହାସଭା ୨୦୨୪ ପ୍ରସ୍ତୁତି ବୈଠକ

ଚିକିଟି ଖେମୁଣ୍ଡି ହଳଦିଆ ତୈଲିକ ବୈଶ୍ୟ ସମାଜ କେନ୍ଦ୍ରୀୟପରିଷଦ ଦ୍ଵାରା ଚଳିତ ମହାସଭା ସକାଶେ ପ୍ରସ୍ତୁତି ବୈଠକ

ଆର,ଉଦୟଗିରି  :->  ରାଧାମୋହନପୂର୍ ରମଲିଙ୍ଗେଶ୍ୱର୍ କଲ୍ୟାଣ ମଣ୍ଡପ ଠାରେ କେନ୍ଦ୍ରୀୟ ପରିଷଦ ସଭାପତି ଶ୍ରୀ ଦଣ୍ଡସୀ ସାହୁଙ୍କ ସଭାପତିତ୍ବରେ ଆୟୋଜିତ କରାଯାଇଥିଲା l ଉକ୍ତବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ, ସଂଗଠନ ସମ୍ପାଦକ ସହ ସମ୍ପାଦକ, ଅଫିସ୍ ସମ୍ପାଦକ, କୋଷାଧ୍ୟକ୍ଷ ଏବମ ପାଣ୍ଡିରି ଆଞ୍ଚ୍ଚଲିକର କର୍ମକର୍ତ୍ତା ଓ ସମସ୍ତ ଗ୍ରାମ୍ୟପରିଷଦର ସଭାପତି, ସମ୍ପାଦକ ମାନେ ଉପସ୍ଥିତ ହୋଇଥିଲେ ଚଳିତ ମହାସଭା ଆଗାମୀ ୨୧,୨୨,୨୩,୬,୨୦୨୪ ରେ ରାଧା ମୋହନ ପୁର ତେନ୍ତୁଳିଆ ଠାରେ କରିବା ପାଇଁ ସର୍ବ ସମ୍ମତିକ୍ରମେ ସ୍ଥିର କରାଗଲା ଉକ୍ତ ମହାସଭାର ପରିଚାଳନା ନିମନ୍ତେ କର୍ମକର୍ତ୍ତା ଚୟନକରାଯାଇ ନିମ୍ନରେ ପ୍ରଦତ୍ତ କରାଗଲା।

ସଭାପତି_ଶ୍ରୀ ଦଣ୍ଡାସି ସାହୁ ମୋହନା କାର୍ଯ୍ୟକାରୀ ସଭାପତି ଶ୍ରୀ ଦେବେନ୍ଦ୍ର ସାହୁ ରାଧାମୋହନ ପୁର ଉପ ସଭାପତିଶ୍ରୀ ଧର୍ମା ସାହୁ ଚିକିତିପେଣ୍ଠ ଉପ ସଭାପତି ଶ୍ରୀ ସୁରେନ୍ଦ୍ର ସାହୁ _ସମ୍ପାଦକ ଶ୍ରୀ ଲକ୍ଷ୍ମଣ କୁମାର ସାହୁ ପାଟପୁର ସହସଂପାଦକ ଶ୍ରୀ ନୀଳମଣି ସାହୁ ଗଙ୍ଗାପୁର _କୋଷାଧ୍ୟକ୍ଷ ଶ୍ରୀ ଦଣ୍ଡ ସାହୁ ରାଧା ମୋହନ ପୂର୍ _ସହ କୋଷାଧ୍ୟକ୍ଷ ଶ୍ରୀ ଜିତେନ୍ଦ୍ର ସାହୁ ଚିକିଟି ପେଣ୍ଠ ୧_ ସକ୍ରୀୟସଭ୍ୟ ପ୍ରଫୁଲ୍ଲ ସାହୁ ପାଣ୍ଡିରୀ ୨_ପ୍ରଶାନ୍ତ କୁମାର ସାହୁ ରାଧାମୋହନପୁର୍ ୩_ଗୟା ସାହୁ ରାଧାମୋହନ ପୁର ବେହେରା ଗୌରୀ ସାହୁ ଚିକିଟି ପେଣ୍ଠ ଏହିସବୁ ବ୍ୟକ୍ତିଙ୍କୁ ମନୋନୀତ କରାଗଲା ଶେଷରେ ସଭାପତିଙ୍କୁ ଧନ୍ୟବାଦ ଦେଇ ସଭାସାଙ୍ଗ କରାଗଲା ।  

Exit mobile version