
ବିଜେପି ର କୃଷ୍ଣପ୍ରସାଦ ଚାରିଛକ ସଭାରେ ଚହଳ ସୃଷ୍ଟି ବିଜେଡି ଯୁବମୋର୍ଚା ସଭାପତି ଓ ୩୮ପରିବାର ବିଜେପି ରେ ମିଶିଲେ


ସେଠାରେ ଦୁଇହଜାର ବାଇକ ସହ ଚାରିହଜାର ଜନତା ଯୋଗଦେଇଥିଲେ | ସିଆଣ୍ଡି ପଞ୍ଚାୟତ ର ନେତାଜୀ ଯୁବକ ସଂଗଠନ ର ପଚାଶ ସଭ୍ୟ ବିଜେପି ରେ ଯୋଗ ଦେଇଥିଲେ | ଲୁଲୁ ବାବୁ ଙ୍କ ସ୍ବପ୍ନ ସାକାର କରିବା ପାଇଁ ତାଙ୍କ ଝିଅ ଉପାସନା ମହାପାତ୍ର ଙ୍କୁ ବିପୁଳ ସମର୍ଥନ ଦେବାକୁ ନିଷ୍ପତ୍ତି ହୋଇଥିଲା | ବିଜେପି ଓ ପଦ୍ମଫୁଲ ନାରାବାଜି ରେ ସଭା କମ୍ପିଥିଲା |
Related Content
ଲକ୍ଷ୍ମୀ ମନ୍ଦିର ରତ୍ନମୁଦ ଉତ୍ସବ ଅବସରରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ
by
Proprietor Abhimanyu Maharana
March 18, 2026
ଦ୍ୱିତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ସେବତୀ ବେଶରେ ଦର୍ଶନ ଦେଲେ ମା 'ପାଟଖଣ୍ଡା
by
Proprietor Abhimanyu Maharana
March 18, 2026
ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟା, ନାଟକ 'ଏକ ନାୟକର ମୃତ୍ୟୁ' : ବ୍ୟବସ୍ଥା ଓ ଦୁର୍ନୀତି ବିରୋଧରେ ଏକ ଶାଣିତ ସ୍ୱର
by
Proprietor Abhimanyu Maharana
March 18, 2026
ବାଲିପାଟଣାରେ ବ୍ଲକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ
by
Proprietor Abhimanyu Maharana
March 18, 2026
କଟକ ଜିଲ୍ଲା ଅବକାରୀ ବିଭାଗର ଚଢାଉ : ଜବତ ହେଲା ବିପୁଳ ପରିମାଣର ଅଫିମ, ଗଞ୍ଜେଇ
by
Proprietor Abhimanyu Maharana
March 18, 2026
ବିଡାନାସୀ ବରିଷ୍ଠ ନାଗରିକଙ୍କ ପାଇଁ ସୁରକ୍ଷା ସଚେତନତା ସଭା
by
Proprietor Abhimanyu Maharana
March 18, 2026