ବେନ୍ଦେର ଏଲ ବି ସି ସି ପକ୍ଷରୁ ଫ୍ଲଡ ଲାଇଟ କ୍ରିକେଟ ପ୍ରତିଯୋଗୀତା

୧୮ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ  :-> ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ବେନ୍ଦେର ପଞ୍ଚାୟତ ବେନ୍ଦେର ଗ୍ରାମ ଠାରେ ଏଲ ବି ସି ସି ପକ୍ଷରୁ ଫ୍ଲଡ ଲାଇଟ କ୍ରିକେଟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୪ ଟି ଦଳ ସାମିଲ ହୋଇ ଥିବା ବେଳେ ଫାଇନାଲ ମ୍ୟାଚ ବଡ ଗୁର୍ଜିଭଟl ଓ ବନମାଲ ମଧ୍ୟରେ ହୋଇଥିଲା। ବଡ଼ ଗୁର୍ଜିଭଟl ବିଜୟୀ ହୋଇଥିଲେ । ମୁଖ୍ୟ ଅତିଥି ଭାବେ ସରପଞ୍ଚ ପ୍ରତିନିଧି ତେଜରାଜ ମାଝି ଯୋଗ ଦେଇଥିଲେ।

ସୁଶାନ୍ତ ପଧାନ, ଲିଙ୍ଗ ଭୋଇ ଖେଳ ପରିଚାଳନା କରିଥିଲେ। ସୁଜ୍ଞାନୀ ପଧାନ,ଅରୁଣ ଶବର,ଅକ୍ଷୟ ପଧାନ,ସ୍ବାଗତ ସାହୁ,ଭିକ ଭୋଇ,ଶୋଭାକର ପ୍ରଧାନ,ଗୁଣ ବାରିକ,ଡିକେସୁନ ମାଝୀ,ଅଶ୍ୱିନୀ ସାହୁ,କାହ୍ନା ବାରିକ,ଜୟ ନାଗ,ଥବିର ନାଗ,ମହନ ସାହୁ, ବାବୁଲାଲ ଶବର,ଅରୁଣ ପଧାନ,ପିଙ୍କୁ ପଧାନ,କାହ୍ନା ନାଗ,ସୁମନ୍ତ ପଧାନ ପ୍ରମୁଖ ସହଯୋଗ କରିଥିଲେ।

Exit mobile version