ଓଡିଶା ତାଜା ନ୍ୟୁଜ୍ (୩୧ ଜୁଲାଇ ଶୁକ୍ରବାର ) ନୟାଗଡ଼ :- ନୟାଗଡ଼ଜିଲ୍ଲାକୁ ଜିଲ୍ଲାପ୍ରଶାସନ ସଟ ଡାଉନ ଘୋଷଣା କରିଛନ୍ତି । ନୟାଗଡ଼ ଜିଲ୍ଲାରେ ଅଗଷ୍ଟ ମାସର ଶନିବାର ଓ ରବିବାର ସଟ୍ ଡାଉନ ରହିବା ସହିତ ଅଗଷ୍ଟ ମାସ ର ପ୍ରଥମ ସୋମବାର ଅର୍ଥାତ ୦୩/୦୮/୨୦୨୦ ରେ କରୋନା ପରିପ୍ରେକ୍ଷୀ ରେ ରାକ୍ଷୀ ପୂର୍ଣ୍ଣିମା କୁ ଆଖି ଆଗରେ ରଖି ଭିଡ଼ କମାଇବା ପାଇଁ ସଟଡ଼ାଉନ ହେବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । (ନୟାଗଡ଼ ଜିଲ୍ଲା ରିପୋର୍ଟ /ରାମ କୃଷ୍ଣ ରଥ)
ନୟାଗଡ ଜିଲ୍ଲା ଅଗଷ୍ଟ ମାସର ପ୍ରତ୍ୟେକ ଶନିବାର ଆଉ ରବିବାର ପୂର୍ବ ମାସ ଭଳି ସଟଡାଉନ ରହିବ

- Categories: Uncategorized, ଓଡ଼ିଶା, କରୋନା, ଦେଶ, ନୟାଗଡ଼ ନିଉଜ୍, ହୋମ୍
Related Content
ବ୍ୟକ୍ତିତ୍ୱ ବିକାଶ ହିଁ ସଫଳତାର ଚାବିକାଠି : ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ
by
Proprietor Abhimanyu Maharana
September 20, 2026
ନକଲି ଏମ୍ଭିଆଇ ଅଧିକାରୀ ଗିରଫ
by
Proprietor Abhimanyu Maharana
September 20, 2026
ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ : ହୃଦ୍ରୋଗୀଙ୍କ ପାଇଁ ବିପଦ, ମେଡିକାଲରେ ରୋଗୀଙ୍କ ଚିକିତ୍ସାରେ ବାଧା
by
Proprietor Abhimanyu Maharana
September 20, 2026
ଜନଭାଗିଦାରୀ ରେ ସ୍ବଛତା ଦୀର୍ଘସ୍ଥାୟୀ : ଉପ ମୁଖ୍ୟମନ୍ତ୍ରୀ
by
Proprietor Abhimanyu Maharana
September 20, 2026
ଆଶ୍ରୟ ପକ୍ଷରୁ ସମୁଦ୍ରକୂଳ ସଫେଇ ଓ ସଚେତନତା କାର୍ଯ୍ୟକ୍ରମ
by
Proprietor Abhimanyu Maharana
September 20, 2026
କଣ୍ଟାବାଞ୍ଜି, ବିଶ୍ଵକର୍ମା ପୂଜାଭଷାଣି
by
Proprietor Abhimanyu Maharana
September 20, 2026