
୯ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) କଟକ :-> ସୋମବାର ବିଳମ୍ବିତ ରାତିରେ ଗୋବିନ୍ଦପୁର ଥାନା ଅଧୀନ ଚଉପଡ଼ା ଗ୍ରାମର ଦୁଇଟି ସ୍ଥାନରୁ ଚୋରି ହୋଇଥିବା ନେଇ ଗୋବିନ୍ଦପୁର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ପୋଲିସ ପହଞ୍ଚି ଚୋରି ସମ୍ବନ୍ଧରେ ତଦନ୍ତ ଚଳାଇଛି । ଚଉପଡା ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘରେ କେହି ନଥିବାର ସୁଯୋଗ ନେଇ ସୋମବାର ବିଳମ୍ବିତ ରାତିରେ,

