
୦୮ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ରେଢ଼ାଖୋଲ :-> ରେଢ଼ାଖୋଲ ବାସୀଙ୍କର୍ ଭଲ୍ ପାଏବାର୍ ବନେ ନିଆରା ଆଏ ; ଘାଏ କେ ନିଜର୍ କରିଦେସନ୍। ଆଏଜ୍ ସମକର୍ ସାଙ୍ଗେ ଭେଟ୍ ହେଇ କରି ସମକର୍ ଦୁଃଖ୍-ସୁଖ୍ ବୁଝଲି । ସଭେ ଆମର ମାନ୍ୟବର୍ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କର୍ ଆହ୍ବାନରେ ବିକାଶର୍ ଲାଗି ଏକ୍ ହେଇଛନ୍ ଜାନି ଖୁସି ହେଲି। ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ (ବବି ଭାଇ) ଦଳୀୟ ସଂଗଠନ କାର୍ଯ୍ୟ ହେଉ ଅବା ସାମାଜିକ ଅନୁଷ୍ଠାନ ସବୁଠି ସବୁବେଳେ ସ୍ଥାନୀୟ ଜନସାଧାରଣ ଙ୍କ ସମସ୍ୟା ଅବା ଆବଶ୍ୟକତା କୁ ପ୍ରାଧାନ୍ୟ ଦେଇ ପହଞ୍ଚିଥାନ୍ତି I ଗୁରୁମନ୍ତ୍ର ନେତା ଓ କର୍ମକର୍ତା ଙ୍କ ମନରେ ପ୍ରେରଣା ଭରିଦିଏ ଦଳୀୟ ସଙ୍ଗଠନକୁ ଭାଇଚାରା ଭିତ୍ତିରେ ଆଗେଇନେବା ପାଇଁ I ଦାସ ଙ୍କ ପ୍ରୟାସ ଆସନ୍ତୁ ମିଳିମିଶି ଓଡ଼ିଶାର ବିକାଶରେ ସହାଭାଗିତା ହେବା. ରାଜନୀତି ର ଊର୍ଧ୍ୱରେ ବ୍ୟକ୍ତିଗତ ଭାବେ ସମସ୍ତଙ୍କ ସହ ଭାଇ ଭାଇ ଭଳି ସମ୍ପର୍କରେ ବନ୍ଧା I ଜଣେ ଦୂରଦ୍ରଷ୍ଟା ରାଜନେତା I ସାଧାରଣ କର୍ମୀ ଟିଏ ଭଳି ତାଙ୍କ ଆଚରଣ ଏବଂ ବ୍ୟବହାର I ତାଙ୍କ ଦିଗଦର୍ଶନ ଓ ପ୍ରେରଣା ଯୁବ ବର୍ଗ କୁ ସମାଜ ଅନୁରାଗୀ ହେବା ସହ ପରୋପକାରୀ ଏବଂ ସଂଯମୀ ଓ ନୀତିନିଷ୍ଠ କରାଇଥାଏ Iତୃଣମୂଳ ସ୍ତର ରୁ ସଂଗଠନ କୁ ସଶକ୍ତ କରିବାରେ ସର୍ବଦା ଚେଷ୍ଟିତ ଏବଂ ସଫଳ I ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ (ବବି ଭାଇ) ରାଜନୀତି ର ଊର୍ଧ୍ୱରେ ମାଟିର ମଣିଷ . ଜଣେ ସ୍ବାଭିମାନୀ ଦକ୍ଷ ରାଜନେତା ସରଳ ବ୍ୟକ୍ତି ବବି ଭାଇ . ମଣିଷ ପଣିଆ ଓ ସମସ୍ତଙ୍କୁ ଭଲ ପାଇବା ଓ ଆଦରି ନେବାର ଆପଣାପଣ ନିଆରା I

