୦୮ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ଖୋର୍ଦ୍ଧା :-> ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବିଧାୟକ ପ୍ରାର୍ଥୀ କାଳୁ ଚରଣ ଖଣ୍ଡେଇତରାୟ ଙ୍କ ନେତୃତ୍ୱରେ ଖୋର୍ଦ୍ଧା ମୁନିସିପାଲିଟି ରେ ପ୍ରାୟ ୫୦୦୦ ରୁ ଉର୍ଦ୍ଧ କର୍ମୀ ଙ୍କ ଗ୍ରହଣରେ ଅନୁଷ୍ଠିତ ହୋଇଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ରଶ୍ମି ରଞ୍ଜନ ମହାପାତ୍ର,ରାଜ୍ୟ ସମବାୟ ପ୍ରକୋଷ୍ଠ ସଂଯୋଜକ ଶ୍ରୀରଞ୍ଜନ ମଙ୍ଗରାଜ,
ରାଜ୍ୟ ଶିକ୍ଷକ ପ୍ରକୋଷ୍ଠ ସଂଯୋଜକ ଲକ୍ଷ୍ମୀକାନ୍ତ ମିଶ୍ର,ଯୁବ ନେତା ତଥା ଅଭିନେତା ଅଖିଳ ପଟନାୟକ, ନିର୍ବାଚନମଣ୍ଡଳୀ ସଂଯୋଜକ କିଶୋର ଚନ୍ଦ୍ର ବରାଳ,ବଡ଼ପୋଖରିଆ ମଣ୍ଡଳ ସଭାପତି ଶ୍ରୀଯୁକ୍ତ ବିପିନି ପାଲଟାସିଂହ,ନିରାକାରପୁର ମଣ୍ଡଳ ସଭାପତି ଆଲୋକ ରଞ୍ଜନ ଛୋଟରାୟ,ସୂର୍ଯ୍ୟ ନାରାୟଣ ଦାଶ, ୩ନଂ ଯୋନ ର ପୁର୍ବତନ ଜିଲ୍ଳା ପରିଷଦ ପ୍ରଦ୍ୟୁମ୍ନ ଜଗଦେବ,ନକୁଳ ହରିଚନ୍ଦନ,ନଗର ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁଚିସ୍ମିତା ମିଶ୍ର ବଡ଼ଜେନା,ସତ୍ୟରଞ୍ଜନ ପରିଡ଼ା, ନଗର ସାଧାରଣ ସମ୍ପାଦକ ତ୍ରିଲୋଚନ ଦାସ,ଅଭିମନ୍ୟୁ ଘଟୁଆଳ,ଜିତେନ୍ଦ୍ର ବେହେରା,ରଜତ ରଞ୍ଜନ ଶର୍ମା ପ୍ରମୁଖ ସମସ୍ତ ଆଗଧାଡ଼ିର କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ ।
