ଗୋତରା ପଞ୍ଚାୟତର ସରପଞ୍ଚ ଶ୍ରୀ ସୂର୍ଯ୍ୟକାନ୍ତ ପଣ୍ଡା ଆଜି ତାଙ୍କର ଶତାଧିକ ସମର୍ଥକଙ୍କ ସହିତ – ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି

୦୮ ଏପ୍ରିଲ,୨୦୨୪ (ଓଡିଶା ତାଜାନ୍ୟୁଜ ) ମାହାଙ୍ଗା  :->  ମାହାଙ୍ଗା  ବ୍ଲକ୍ ଅନାର୍ଗତ ଗୋତରା ପଞ୍ଚାୟତ ର ବିଜେପି ଦଳର ସରପଞ୍ଚ ଓ ତାଙ୍କ ସହିତ ବହୁ କର୍ମୀ ଆସି ମୁଖ୍ମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନ ଏବଂ ପୂର୍ବତନ ମନ୍ତ୍ରୀ ତଥା ମାନ୍ୟବର ଜନପ୍ରିୟ ବିଧାୟକ ଙ୍କ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ବହୁ ବିକାଶ ମୂଳକ କାର୍ଯ୍ୟ ରେ ଅନୁପ୍ରାଣିତ ହୋଇଆଲିଯୋଡା ବାସ ଭବନ ଠାରେ ଅନୁଷ୍ଟାନିକ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ଗୋତରା ପଞ୍ଚାୟତର ସରପଞ୍ଚ ଶ୍ରୀ ସୂର୍ଯ୍ୟକାନ୍ତ ପଣ୍ଡା ଆଜି ତାଙ୍କର ଶତାଧିକ ସମର୍ଥକଙ୍କ ସହିତ ଆମ ନୀତି, ଆଦର୍ଶ, ଦୃଢ ନେତୃତ୍ୱ ଓ ସାଂଗଠନିକ ଦକ୍ଷ୍ୟତା ରେ ଅନୁପ୍ରାଣିତ ହୋଇ ବିଜେପି ଦଳ ପରିତ୍ୟାଗ କରି ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି ।

Exit mobile version