କଟକ : ସାହାରା ଓଡ଼ିଶା ତରଫ ରୁ ବିଶ୍ଵ ସ୍ବାସ୍ଥ୍ୟ ଦିବସ Kathagola ମଙ୍ଗଳାବାଗ ରେ ପାଳନ କରାଯାଇଛି  

୭ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) କଟକ :-> ଡାକ୍ତର ଅଜୟ ମହାପାତ୍ରଙ୍କ ସଭାପତିତ୍ବ ରେ ଏହା କରାଗଲା । ଏଥିରେ ମୁଖ୍ୟ ଅତିଥି ଭାବେ ଡାକ୍ତର ମଧୁସୂଦନ ପାଣିଗ୍ରାହୀ ଯୋଗ ଦେବା ସହ ବିଶ୍ଵ ସ୍ବାସ୍ଥ୍ୟ ଦିବସ ର ମହତ୍ଵ୍ଵ ଉପାରେ ଆଲୋଚନା କରିଥିଲେ । ସମ୍ପାଦିକା ସୌମ୍ୟା ମହାନ୍ତି ଏ ବର୍ଷ ର ବାର୍ତ୍ତା ମୋ ସ୍ବାସ୍ଥ୍ୟ ମୋ ଅଧିକାର ଉପରେ ବୁଝାଇଥିଲେ ।

ସଙ୍ଗଠନ ତରଫରୁ ଖଗେନ୍ଦ୍ର ବେହେରା, ସ୍ମୃତି ରାଉତ, ସରୋଜ ସାହୁ, କୃଷ୍ଣ ଚନ୍ଦ୍ର ମହାନ୍ତି, ଜ୍ୟୋତ୍ସ୍ନା ରାଣୀ ଜେନା, ଆଶା ଲତା ଜେନା, ସ୍ମରଣିକା ଦାସ, ତୁଳସୀ ମଲ୍ଲିକ, ମାମା ଦାସ, ଚନ୍ଦ୍ରିକା ସାହୁ, ରଶ୍ମିରେଖା ମଲ୍ଲିକ ଏବଂ ସୁଚିଶ୍ମିତ ଦାସ ଏଥିରେ ଅଂଶ ଗ୍ରହଣ କରିଥିଲେ ।

 

Exit mobile version