ଅଭିଯୁକ୍ତ ଗିରଫ, ପାପୁଲି କଟା ଥୂବା ମାନସିକ ଭିନ୍ନକ୍ଷମ ଯୁବକ ଉଦ୍ଧାର

୫ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ଆର, ଉଦୟଗିରି :->  ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଯୋଡ଼ାଆମ୍ବ କେନାଲ ସାହିରୁ ପାପୁଲି କଟା ଥିବା ଜଣେ ମାନସିକ ଭିନ୍ନକ୍ଷମ ଯୁବକଙ୍କୁ ଉଦ୍ଧାର ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରି କରିଛ ପୁଲିସ ଲିସ। ଗିରଫ ଅଭିଯୁକ୍ତ ଜଣକ ହେଲେ ଜଗନ୍ନାଥପୁର ଗ୍ରାମର ଦୀନବନ୍ଧୁ ଶବର I ପୁଲିସର ସୂଚନା ପ୍ରକାରେ ବାଘମାରି ପଞ୍ଚାୟତ ବୁଡ଼ୁଣୀ ଗ୍ରାମର ମାନସିକ ଢି ଭିନ୍ନକ୍ଷମ ମସିହା ମଳିକ,

ଶନିବାର ଜଟ ରହି ତାଙ୍କ ପୁର ସ୍ଥିତ ଦୀନବନ୍ଧୁଙ୍କ ଫସଲ ବାଡ଼ ସମ୍ମୁଖରେ ଜଗନ୍ନାଥପୁର ଏଥିରେ ଉତକ୍ଷିପ୍ତ ( ସ୍ତ୍ରୀଙ୍କୁ ଖରା ରାପ ନଜରରେ ଦେଖ‌ିବା ସହ ଗୋଡ଼ାଇଥିଲେ I | ହୋଇ । ଦୀନବନ୍ଧୁ ଏକ କଟୁରୀରେ ମସିହାଙ୍କ ବାମ ପାପୁଲିକୁ କାଟି ଦେଇଥିଲେ। ମସିହା ହା ଜଣେ ମାନସିକ ଭିନ୍ନକ୍ଷମ ବୋଲି ସେ ପରେ ଜାଣିଥିଲେ I ଏନେଇ ପୁଲିସ ମାମଲା ରୁଜୁ ଳବାର ଅଭିଯୁକ୍ତ କରି ଘଟଣାର ତଦନ୍ତ ଅ ଆରମ୍ଭ କରିଥିଲା। ଦୀନବନ୍ଧୁକୁ ଗିରଫ କରି ରି କୋର୍ଟ ଚାଲାଣ । କରାଯାଇଥିବା ତଦନ୍ତକାରି ଅଧିକାରୀ ପୁରୁଷୋତ୍ତମ ପାଇକ ସୂଚନା ଦେଇଛନ୍ତି।

Exit mobile version