ବିଜେପିରୁ ରଘୁ ସ୍ୱାଇଁଙ୍କ ଇସ୍ତଫା !!

୪ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :-> ଜଟଣୀ ବ୍ଳକ୍ ଯାଆଁଳା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ, ସମବାୟ ସମିତି ସଭାପତି ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପୁର୍ବତନ ଜଟଣୀ ବ୍ଳକ୍ ପ୍ରତିନିଧି ସହ ବିଭିନ୍ନ ପଦ ପଦବୀରେ ଅଳଙ୍କୃତ ହୋଇଥିବା ଜାଆଁଳାର ବରିଷ୍ଠ ସୁସଂଗଠକ ରବି ନାରାୟଣ ସ୍ବାଇଁ(ରଘୁ ସ୍ୱାଇଁ)ତଥା

ସର୍ବଜନେ ବିଦିତ ରଘୁଭାଇ ଆଜି ବିଜେପିର ପ୍ରାଥମିକ ସଦସ୍ୟ ଓ ରାଜ୍ୟ ପରିଷଦ ସଭ୍ୟରୁ ଇସ୍ତଫା ଦେଇଛନ୍ତି।ସେ ବିଜେପି ରାଜ୍ୟ ସଭାପତି ଓ ଖୋର୍ଦ୍ଧାଜିଲ୍ଲା ସଭାପତିଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି ବୋଲି ଶ୍ରୀ ରବି ନାରାୟଣ ସ୍ବାଇଁ ସୁଚନା ଦେଇଛନ୍ତି।

Exit mobile version