Home ଓଡ଼ିଶା କୁଖ୍ୟାତ ଜଙ୍ଗଲ ଦସ୍ୟୁ ବୀରପ୍ପାନଙ୍କ ଝିଅ ବିଦ୍ୟା ରାନୀ ଲଢ଼ିବେ ନିର୍ବାଚନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୭ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ) :-> ବାପା ଥିଲେ କୁଖ୍ୟାତ ଜଙ୍ଗଲ ଦସ୍ୟୁ କିନ୍ତୁ ଝିଅ ଓହ୍ଲାଇଛନ୍ତି ଲୋକଙ୍କ ସେବା କରିବାକୁ ତାମିଲ ନ୍ୟାସନାଲିଷ୍ଟ ପାର୍ଟି ଅଫ୍ ନାମ ତାମିଝାର କାଚି ଟିକଟରେ କୃଷ୍ଣଗିରି ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବିଦ୍ୟା ରାନୀ । ପେଶାରେ ଜଣେ ଓକିଲ ଥିବା ବିଦ୍ୟାରାଣୀ ଜୁଲାଇ ୨୦୨୦ରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ଏପ୍ରିଲ ୧୯ରେ ତାମିଲନାଡୁରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ନିଜ ଭାଗ୍ୟ ପରୀକ୍ଷା କରିବେ ବିରାପ୍ପାନଙ୍କ ଝିଅ ବିଦ୍ୟା ରାନୀ Categories: ଓଡ଼ିଶା, ଦେଶ, ହୋମ୍ Related Content ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026 ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ by Proprietor Abhimanyu Maharana September 14, 2026