ବିଶ୍ବ ବନ ଦିବସ ପାଳନ

୨୨ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଆର,ଉଦୟଗିରି :-> ଗୁରୁବାରଦିନ ମୋହନା ଅଗ୍ର ଣୀ ସେଛ୍ହାସେବି ଅନୁଷ୍ଠାନ NRDO ପ୍ରାୟେସ ରେ ଲିଲିଗଦ ଧିବା କୃଷକ ଉପଦାନ କେନ୍ଦର୍ ପରିସର ମଧରେ, ,ବିଶ୍ୱ ବନ ଦିବସ ,ପାଳନ କରାଯାଇଛି, ଏହି ଅବସରରେ ମୋହନା ସ୍ଥିତ, ,ଆଞ୍ଚ୍ଲିକ ମାନବ ଆଧିକାର ସୁରକ୍ଷା ମଞ୍ଚ ,ଓ ଲିଲିଗଦ,ଦେଗାସରିଗି,ରାମଗଡ଼ , S H G ,ମହିଳା ସଦ୍ୟସୟ ମାନେ ଯୋଗଦେଇ ବୃକ୍ଷ ଲଗାଇଥିଲେ,ଏହି କାଜ୍ୟ କରମାରେ ସମାଜସେବି ଶ୍ରୀ ଭିକାରୀ ନାୟକ ମୁଖ୍ଯ ଅତି ଧି ଭାବରେ ଯୋଗଦେଇ ବିଶ୍ୱ ବନ ଦିବସ ପାଳନ ର୍ ମୁଖ୍ୟ ଉଦସ୍ୟ୍ ,ବୁଝାଇଥିଲେ ,

ବିଶ୍ୱ ଜଳ ବାୟ ପରି ବ୍ରତନ କାରଣ ,ଜଳ ସଙ୍କଟକୁ ନେଇ ବୃକ୍ଷ ହୀ ଜୀଵନ ଏକ ଚାବି କାଠୀ , ର ବାର୍ତ୍ତା ପ୍ରଦାନ କରିଥିଲେ ,ପିଲାଟି କୁ ଗଛ ଟିଏ, ସ୍ୱରୂପେ ଜନସାଧାରଣର ମାନସିକତାକୁ କିପରିଭାବରେ ପରି ବରତନ ହେବ ,ଜମି ନରଖ ପିଡିଆ ଲଗ ଆମ୍ବ,ପଣସ,ନଡ଼ିଆ, ନରା ଦେଇ ଥିଲେ , ଏହି କାଜ୍ୟ କରମାରେ ୩୦,ଟି ବୃକ୍ଷ ଚାରା ଉପାଦନ କୃଷକ କେନ୍ଦ ର୍ରେ ରୋପଣ କରା ଜାଇଥିଲା,

ଏଥିରେ ଶ୍ରମିକ ନେତା ଧନୁଜ୍ୟୟ ନାୟକ,ରଞ୍ଜନ ନାୟକ,ଏହି କାଯ୍ୟ କର୍ମ କୁ ପରି ଚାଲାଣ ନା କରି ଥିଲେ ଏବଂ ଏହୀ ପରି ପ୍ରତି ମାସରେ଼ ବୃକ୍ଷ ହିଁ ଜିବନ ନରା ଦେଇ କାଜ୍ୟ ଜାରି ରଖିବା ନିମନ୍ତେ ଉପସ୍ଥିତି ଅତିଥି ଓ ଜନ ସାଧରଣଲୋକଙ୍କ ଉଦବେଗର ବିସୟ କୁ ,ଓ କାହାର, ଜନ୍ମଦିବସ ,ବିଭାହ,ସୁଭ କାଜ୍ୟ ,କରମାରେ କିପରି ଲୋକଙ୍କସହ ମିସି ବୃକ୍ଷ କିପରି ଲଗଜାଇ ପାରିବ, ଏଥି ପ୍ରତି ଗୁରୁତ୍ଵ ଦିଆଜାଇଥିଲା ,ରଜନ ନୟକ ଧନ୍ୟବା, ଦେଇ ସଭା ସଙ୍ଗ କରାଯାଇଥିଲା ।

Exit mobile version