ସମୀର କେ ମୋଦୀଙ୍କଦ୍ୱାରାମୋଦିକେୟାର ‘ଅତୁଟ ବନ୍ଧନ, ରିସ୍ତା ଦିଲ୍ କା’ ରୋଡ୍ ସୋ’ରଶୁଭାରମ୍ଭ

୧୮ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁବନେଶ୍ୱର :-> ଭାରତର ଅନ୍ୟତମ ଅଗ୍ରଣୀ ଡିରେକ୍ଟ ସେଲିଙ୍ଗ୍ କମ୍ପାନି ମୋଦିକେୟାର ଲିମିଟେଡ୍ ପକ୍ଷରୁ ସମୀର କେ ମୋଦୀଙ୍କ ଦ୍ୱାରା ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିବା ଏକ ଭବ୍ୟ ରୋଡ୍ ସୋ’ ‘ଅତୁଟ ବନ୍ଧନ, ରିସ୍ତା ଦିଲ୍ କା’ର ଶୁଭାରମ୍ଭ ହୋଇଛି । ଚାରି ଦିନରେ ଏହି ଐତିହାସିକ ଯାତ୍ରା ଓଡ଼ିଶା ଓ ପଶ୍ଚିମବଙ୍ଗର ପ୍ରାୟ ୬୦୦ କିଲୋମିଟର ଓ ୧୦ଟି ସହର ଅତିକ୍ରମ କରିବ ।
Related Content
ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ - ଅନୁଷ୍ଠିତ
by
Proprietor Abhimanyu Maharana
May 6, 2026
ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ - ପୁଲିସର ଛାନଭିନ
by
Proprietor Abhimanyu Maharana
May 5, 2026
ହାଇଟେକ୍ର ଆଲାଏଡ୍ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ - ଡକ୍ଟର ତିରୁପତି ପାଣିଗ୍ରାହୀ
by
Proprietor Abhimanyu Maharana
May 5, 2026
ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ - ମୁଁ ଇସ୍ତଫା ଦେବି ନାହିଁ - ଦିଦି
by
Proprietor Abhimanyu Maharana
May 5, 2026
ଏପ୍ରିଲ୍ ମାସରେ ୧୮ ଲକ୍ଷ ଲୋକଙ୍କୁ ୫ କି.ଗ୍ରା ଗ୍ୟାସ୍ ସିଲିଣ୍ଡର ଗଲା କୁଆଡ଼େ ..? - ମହାସଂଘ
by
Proprietor Abhimanyu Maharana
May 5, 2026
ଟ୍ରାଇଡେଂଟ ଗୃପ ପକ୍ଷରୁ ତକ୍ଷଶିଳା - ୨୦୨୬ ନିଯୁକ୍ତି କାର୍ଯ୍ୟକ୍ରମ
by
Proprietor Abhimanyu Maharana
May 5, 2026