ୱାଲର୍ଡ ଓଡ଼ିଶା ସୋସାଇଟି (ୱା.ଓ.ସୋ) ର ପ୍ରଥମ ମହାନାରୀ ସମ୍ମାନ

୧୬ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁବନେଶ୍ୱର :-> ୱାଲର୍ଡ ଓଡ଼ିଶା ସୋସାଇଟି (ୱା.ଓ.ସୋ) ର ପ୍ରଥମ ମହାନାରୀ ସମ୍ମାନ ବିଶିଷ୍ଟ ସମାଜସେବୀ ଡ଼ଃ ଚିଦାତ୍ମିକା ଖଟୁଆଙ୍କୁ ସୋସାଇଟି ର ପ୍ରତିଷ୍ଠାତ୍ରୀ ଡ଼ଃ ଅରୁନ୍ଧତୀ ଦେବୀଏବଂ ଅଧ୍ୟକ୍ଷ କିଶୋର ଦ୍ବିବେଦୀ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଉପଲକ୍ଷେ ୱା.ଓ.ସୋ ଦ୍ୱାରା ଆୟୋଜିତ ଶକ୍ତି ଉତ୍ସବ-୨୦୨୪ ଅବସରରେ ପ୍ରଦାନ କରୁଛନ୍ତି।

Exit mobile version