-
ପ୍ରଥମ ଭାରତୀୟ ସହ ଅନୁସନ୍ଧାନକାରୀ ଟିମ ୨୫ ମିଲିୟନ ଡଲାର କ୍ୟାନସର ଗ୍ରାଣ୍ଡ ଚ୍ୟାଲେଂଜର ପୁରସ୍କାର
-
କ୍ୟାନସର ଗ୍ରାଣ୍ଡ ଚ୍ୟାଲେଂଜର ପୁରସ୍କାରରେ ବିଶ୍ୱ ଗବେଷଣା ମୂଳକ ପଦକ୍ଷେପ ୟୁକେ ଓ ନ୍ୟାସନାଲ କ୍ୟାନସର ପ୍ରତିଷ୍ଠାନ ଦ୍ୱାରା ମିଳିତ କାର୍ଯ୍ୟରେ ପ୍ରଶଂସିତ ଓ ଦୁଇଟି ବୃହତ ବିଶ୍ୱ ପାଣ୍ଠି ପ୍ରଦାନକାରୀଙ୍କ ସହ ସହଯୋଗ
-
ବିଏମସି ହେଉଛି ଏକ ଅତ୍ୟାଧୁନିକ ଅଙ୍କୋଲୋଜି ପ୍ରତିଷ୍ଠାନ ଯାହା ପୂର୍ବ ଭାରତରେ ୩୫,୦୦୦ରୁ ଅଧିକ ରୋଗୀଙ୍କୁ ସେବା ପ୍ରଦାନ କରିଛି ।
ବେଦାନ୍ତର ବାଲକୋ ମେଡିକାଲ ସେଂଟର ଭାରତରେ କ୍ୟାନସର ଚିକିତ୍ସା ପାଇଁ ଗ୍ରାଣ୍ଡ ଚ୍ୟାଲେଂଜ ପୁରସ୍କାର ଲାଭ କରିଛି

PRIMO | Aluminium-Landscape mailers - 1