Home ଓଡ଼ିଶା ବଡ଼ପୋଖରୀଆ ପଞ୍ଚାୟତରେ ଉଦଘାଟନ ହୋଇଯାଇଛି ଆମ ବ୍ୟାଙ୍କ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୦୧ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଟାଙ୍ଗୀ :-> ଆମ ବ୍ୟାଙ୍କ ସେବାର ଶୁଭାରମ୍ଭ.। ରାଜ୍ୟ ସରକାଙ୍କ ପକ୍ଷରୁ ଆରମ୍ଭ ହୋଇଛି ୨ୟ ପର୍ଯ୍ଯାୟ ଆମ ବ୍ୟାଙ୍କ ସେବା | ବ୍ୟାଙ୍କ ନଥିବା ପଞ୍ଚାୟତରେ ଆରମ୍ଭ ହୋଇଛି ଏହି ସେବା | ଆମ ବ୍ୟାଙ୍କ୍ ସେବା ୨ୟ ପର୍ଯ୍ଯାୟରେ ୨ହଜାର ସିଏସ୍ପି ପ୍ଲସ୍ ଶାଖାର ଶୁଭ ଉଦ୍ଘାଟନ କରୁଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ।ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକର ବଡ଼ପୋଖରୀଆ ପଞ୍ଚାୟତରେ ଉଦଘାଟନ ହୋଇଯାଇଛି ଆମ ବ୍ୟାଙ୍କ | ଏହି ଅବସରରେ ଯୋଗ ଦେଇଛନ୍ତି. ବିଡ଼ିଓ ରେସ୍ମା ଟେଟେଙ୍କ ସହ ନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ | ଏଭଳି କାର୍ଯ୍ୟକ୍ରମରେ ଗାଁର ଲୋକେ ହେବେ ଉପକୃତ | ହାତ ପାଆନ୍ତାରେ ମିଳିବ ବ୍ୟାଙ୍କର ସମସ୍ତ ସୁବିଧା | ଘର ଦୁଆର ମୁହଁରେ ବ୍ୟାଙ୍କ ରେ ଖାତା ଖୋଲିବା ଠାରୁ ଟଙ୍କା ଦେଣ ନେଣ | କରେଣ୍ଟ ଆକାଉଣ୍ଟ ଖୋଲିବା ଆଦି ସମସ୍ତ ପ୍ରକାର ସେବା ପାଇବା ଗାଁ ଲୋକେ | ଏହି ଅବସରରେ ଟାଙ୍ଗୀ ବ୍ଲକରେ ଭୂଷଣ୍ଡପୁର,ଲେଣ୍ଡୁ,ନୂଆଗଢ ଓ ସୁନ୍ଦରପୁର ..ଠାରେ ଆଜି ଉଦଘାଟନ ହୋଇଛି ଆମ ବ୍ୟାଙ୍କ, ଫଳରେ ଲୋକେ ସମସ୍ତ ସରକାରୀ ସୁବିଧା ପାଇବା ସହ ଛାତ୍ର ଛାତ୍ରୀ ମାନେ ହୋଇ ପାରିବେ ଉପକୃତ. Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ୧୮ତମ ବଳିଦାନ ଦିବସ ପାଇଁ ଜାଲେଶପଟ୍ଟାରେ ପହଞ୍ଚିଲେ ବହୁ ସାଧୁସନ୍ଥ : ସମଗ୍ର ଜିଲ୍ଲା by Proprietor Abhimanyu Maharana September 4, 2026 ବାଲିଗୁଡା ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ by Proprietor Abhimanyu Maharana September 4, 2026 ସୃଷ୍ଟି ଏକାଡେମୀରେ CMA ଫାଉଣ୍ଡେସନ୍ କୋଚିଂ ପାଇଁ ICMAI ସହ ଆକ୍ରେଡିଟେସନ୍ ଚୁକ୍ତି by Proprietor Abhimanyu Maharana September 4, 2026 ୬ରେ ରାଜଧାନୀ କଲେଜ ପୂର୍ବ ଛାତ୍ର ସଂସଦ ସାଧାରଣ ପରିଷଦ by Proprietor Abhimanyu Maharana September 4, 2026 ପଞ୍ଚୁପାଣ୍ଡବ ମନ୍ଦିର ଭିତ୍ତି ପ୍ରସ୍ତର ସ୍ଥାପନ କଲେ : ଦୀର୍ଘବର୍ଷର ଅଞ୍ଚଳ ବାସୀ ଙ୍କ ସ୍ବପ୍ନ ସାକାର କଲେ - ଦଶପଲ୍ଲା ବିଧାୟକ by Proprietor Abhimanyu Maharana September 4, 2026 ଶ୍ରୀଜଗନ୍ନାଥଙ୍କ ୩୨ ବେଶ ମହୋତ୍ସବ ଉଦ୍ଘାଟିତ by Proprietor Abhimanyu Maharana September 4, 2026