୨୯ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଆର,ଉଦୟଗିରି :-> ରାଜ୍ୟ ସରକାର ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ୩୫ ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ କରିବା ନିମନ୍ତେ ଘୋଷଣା କରିଥିଲା ବେଳେ ଦୀର୍ଘ ଦିନରୁ ମୋହନା ଗ୍ରାମ ପଞ୍ଚାୟତ କୁ ଏନ ଏ ସି ଗଠନ କରିବା ନିମନ୍ତେ ଦାବୀ ହୋଇ ଆସୁଥିବା ବେଳେ ରାଜ୍ୟ ସରକାର ନିରପେକ୍ଷତା ଅବଲମ୍ବନ କରିନଥିବା ଅଭିଯୋଗ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଅଞ୍ଚଳବାସୀ ରାଜ୍ୟ ସରକାର ଙ୍କ ଦୃଷ୍ଟିକୁ ଆଣି ମୋହନା ପଞ୍ଚାୟତ କୁ ଏନ ଏ ସି ଘୋଷଣା କରିବା ନିମନ୍ତେ
