-
ମୂଖ୍ୟ ମନ୍ତ୍ରୀ ଙ୍କୁ ଉଦ୍ଧେଶ୍ୟ ରେ ଏକ ସମ୍ବଳିତ ଦାବୀ ପତ୍ର ଉପଜିଲ୍ଲାପାଳ ଙ୍କୁ ପ୍ରଦାନ ।
-
ଆଚରଣ ବିଧି ଲାଗୁ କରିବା ପୂର୍ବ ରୁ ଦାବୀ ପୁରଣ ନ ହେଲେ ଆଗାମୀ ନିର୍ବାଚନ ରେ ୯୫ ହଜାର ଅସଲି ଏସସି ଜାତୀ ଏହାର ଜବାବ ଦେବୁ ।
ଲକ୍ଷେ ଘରଗଣ୍ଡା ସମାଜ ପକ୍ଷରୁ ଅନୁସୁଚିତ ଜାତି ତାଲିକା ରୁ କେଉଟ, କୈବତ୍ତ୍ୟ , ଧୀବର ହଟାଓ ଦାବିରେ ଉପଜିଲ୍ଲାପାଳ ଅଫିସ ଘେରାଉ
