ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ହାଇଦ୍ରାବାଦ ଗସ୍ତ

ଭୁୁବନେଶ୍ୱର(ଓଡିଶା ତାଜା ନିଉଜ୍) ଭୁୁବନେଶ୍ୱର :  ୧୮/୧୨/୨୦୧୯ ଇଲେକ୍‌ଟ୍ରୋନିକ୍ସ ଏବଂ ସୂଚନା ପ୍ର୩⁄୪ୁକ୍ତି ବିଦ୍ୟା, କ୍ରୀଡ଼ା ଓ ୩⁄୪ୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ତିନିଦିନିଆ ହାଇଦ୍ରାବାଦ ଗସ୍ତରେ ୩⁄୪ାଇଛନ୍ତି । ବିଭିନ୍ନ ଆଇଟି କ ̧ାନୀ ସହ ଆଲୋଚନା ସହିତ ଆଇଟି କ୍ଷେତ୍ରରେ ରାଜ୍ୟରେ ବ୍ୟା ପକ ନି୩⁄୪ୁକ୍ତି ସୁେ୩⁄୪ାଗ ସୃଷ୍ଟି, ଷ୍ଟାର୍ଟଅ ପ୍‌ ଓଡ଼ିଶା କା୩⁄୪ର୍୍ୟକ୍ରମକୁ ଆଗକୁ ନେବା ଏବଂ ସର୍ବୋ ପରି ଓଡ଼ିଶାକୁ ଏକ ସର୍ବବୃହତ୍‌ ଆଇଟି ହବ୍‌ରେ ପରିଣତ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ।
ସୋମବାର ଦିନ ମନ୍ତ୍ରୀ ଶ୍ରୀ ବେହେରା ହାଇଟେକ୍‌ ସିଟି ଗସ୍ତ କରିବା ସହ ମାଇକ୍ରୋସଫଫ, ସିବିଆର୍‌ଇ ଏବଂ ବ୍ଲାକ୍‌ ନାଇଟ୍‌ ଆଦି ଆଇଟି କ ̧ାନୀ ବୁଲିବା ସହ ସେମାନଙ୍କ ବରିଷ୍ଠ ଅTMିକାରୀମାନଙ୍କୁ ଓଡ଼ିଶା ଆସି ପୁଞ୍ଜିନିବେଶ ପାଇଁ ଥିବା ଭିତ୍ତିଭୂମି ଦେଖିବା ପାଇଁ ଏକ ସରକାରୀ ଆମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ । ପ ର୍ପଲ୍‌ ଟକ୍‌ କ ̧ାନୀ ପ୍ରତିଷ୍ଠାତା ଶ୍ରୀTMର ମୁଚ୍ଚିଦିଙ୍କ ସହ ରାଜ୍ୟରେ ଆଇଟି କ୍ଷେତ୍ରର ବିକାଶ ଦିଗରେ ମିଳିତ ଭାବେ କା୩⁄୪ର୍୍ୟ କରିବା ଉ ପରେ ଆଲୋଚନା କରିଥିଲେ । ଏହି ତିନିଦିନିଆ ଗସ୍ତରେ ମନ୍ତ୍ରୀ ଶ୍ରୀ ବେହେରା ତେଲେଙ୍ଗାନାର ଶିଳ୍ପ ତଥା ସୂଚନା ପ୍ର୩⁄୪ୁକ୍ତି ବିଦ୍ୟା ମନ୍ତ୍ରୀ ସହ ଆଲୋଚନା କା୩⁄୪ର୍୍ୟକ୍ରମ ରହିଛି । ଏଥି ସହିତ ଏହି ଦିନ ଏସ୍‌ଟି ପିଆଇ ଦ୍ୱାରା ଶିଳ୍ପ
ଉଦ୍ୟୋଗୀମାନଙ୍କୁ ନେଇ ଆୟୋଜିତ କା୩⁄୪ର୍୍ୟକ୍ରମରେ ମନ୍ତ୍ରୀ େ୩⁄୪ାଗଦେବେ । ଏଥିରେ ମନ୍ତ୍ରୀ ଶ୍ରୀ ବେହେରା
ଗୁଗୁଲ୍‌, ଡିକୁ୍ୟ ଏଣ୍ଟର୍‌ଟେନ୍‌ମେଣ୍ଟ, ଟି-ହବ୍‌ କ ̧ାନୀର ବରିଷ୍ଠ ଅTMିକାରୀଙ୍କ ସହ ରାଜ୍ୟ ଆଇଟିର ବିକାଶ,
ଇକୋ-ସିଷ୍ଟମ୍‌ ଉନ୍ନତିକରଣ ଏବଂ ପୁଞ୍ଜିନିବେଶ ଆଦି ଉ ପରେ ଆଲୋଚନା କରିବାର କା୩⁄୪ର୍୍ୟକ୍ରମ ରହିଛି ।
ଡିସେଞ୍ଚର ୨୦ରେ ମନ୍ତ୍ରୀ ଆମାଜନ୍‌ ଏବଂ ହାୟସି ଆଦି ଆଇଟି କ ̧ାନୀ ଗସ୍ତ କରିବାର କା୩⁄୪ର୍୍ୟକ୍ରମ ରହିଛି । ଏଠାରେ ସୂଚନାେ୩⁄୪ାଗ୍ୟରେ ମନ୍ତ୍ରୀ ଶ୍ରୀ ବେହେରା ଆଇଟିର ବିକାଶ ଓ ପୁଞ୍ଜିନିବେଶ ନେଇ ନିକଟରେ ମୁଞ୍ଚାଇ ଏବଂ ବେଙ୍ଗାଲୁରୁ ଗସ୍ତ କରିଥିବାବେଳେ ବର୍ତ୍ତମାନର ହାଇଦ୍ରାବାଦ୍‌ ଗସ୍ତ ରାଜ୍ୟ ଆଇଟି କ୍ଷେତ୍ରକୁ ୩⁄୪ଥେଷ୍ଟ ଆଗକୁ ନେବାରେ ସହାୟକ ହେବ ବୋଲି ଆଶା କରା୩⁄୪ାଉଛି । ମନ୍ତ୍ରୀଙ୍କ ଏହି ଗସ୍ତକୁ ବିଭାଗର ବେଶ ସକାରାତ୍ମକ ଭାବେ ଗ୍ରହଣ କରୁଛି । ବିଭିନ୍ନ ରାଜ୍ୟରେ ଆଇଟିର ବିକାଶ ପାଇଁ କି କି ପଦକ୍ଷେ ପ ଗ୍ରହଣ କରା୩⁄୪ାଇଛି ଏବଂ ଏହାକୁ ଆମ ରାଜ୍ୟରେ କିଭଳି ଭାବେ ବ୍ୟବସ୍ଥିତ କରିହେବ ସେ ବିଷୟରେ ମନ୍ତ୍ରୀଙ୍କ ଗସ୍ତ ବେଶ୍‌ ସହାୟକ ହେବ ବୋଲି ବିଭାଗ ପକ୍ଷରୁ ଅବଗତ
କରା୩⁄୪ାଇଛି ।

Exit mobile version