କୃଷି ବିଜ୍ଞାନ କକନ୍ଦ୍ର ପରିସରକର ବାଇଗଣୀ ଫୁଲକୋବି ଚାଷ

୨୦ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଆର,ଉଦୟଗିରି  :-> ଗଜପତି ଜିଲ୍ଲାର ଜଳବାୟୁ କୋବି ଜାତୀୟ ଫସଲ ନିମକେ କବଶ ଉପଯୁକ୍ତ ଥିବା କଯାଗ ୁ ଶୀତଋତୁ ଆରମ୍ଭରୁ ପ୍ରଚୁ ର ପରିମାଣକର କୋବି ଚାଷ କରିଥାେି l ଉପଯୁକ୍ତ ଜଳବାୟୁ ତଥା କୋବି ଚାଷ ପ୍ରତି ଚାଷୀମାନଙ୍କର ଆଗ୍ରହକୁ ଲକ୍ଷ୍ୟ ରଖି ଏହି ବଷ କୃଷି ବିଜ୍ଞାନ କେନ୍ଦ୍ର ପରିସରକର ପ୍ରଦଶଷନ ଏକକ କକ୍ଷ୍ତ୍ରକର ବାଇଗଣୀ ରଙ୍ଗର ଫୁଲକକାବି ଚାଷ କରାଯାଇଥିଲା l

କେନ୍ଦ୍ରର ଉଦ୍ୟାନ ବୈଜ୍ଞାନିକ ଡ ସୁଶ୍ରୀ କଚୌଧୁରୀ ବୈଜ୍ଞାନିକ ପଦ୍ଧତିକର ବାଇଗଣୀ ଫୁଲକକାବି ଚାଷ ବିଷୟରେ ତାଲିମ ପ୍ରଦାନ କରିବା ସହିତ ଏଥିରେ ଥିବା ଖାଦୟସାର ଏବଂ ଔଷଧୀୟ ଗୁଣ ବିଷୟକର ଚାଷୀ ଭାଇ ଓ ଭଉଣୀମାନଙ୍କୁ ବୁଝାଇଥିକଲ l ଏଥିରେ ଏଂଥାସିଆନିନ ନାମକ ଆଣ୍ଟିଅକ୍ସିଡାଂଟ ଥିବା ଯୋଗୁ ଏହାର ରଙ୍ଗ ବାଇଗଣୀ ହେବା ସହିତ ଏହା ହୃଦକରାଗ, କୟାନ୍ସର ପରି ମାରାତ୍ମକ କରାଗ ପ୍ରତିକରାଧକ ଶକ୍ତି ବୃଦ୍ଧି କରିଥାଏ l

ଚାଷୀ ଭାଇମାକନ ଏହାର ଚାରା ପାଇବା ନିନ୍ତେ ଏବଂ ଏହାକୁ ଚାଷ କରିବା ନିନ୍ତେ ଆଗ୍ରହ ଏବଂ ଉତ୍କଣ୍ଠା ପ୍ରକାଶ କରିଛେି l ଆର ଉଦୟଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଲରିମନ ଖସେଲ ଏହି ଏକକ କ୍ଷେତ୍ର ପରିଦଶଷନ କରି ବେଶ ଆନନ୍ଦିତ ହେବା ସହିତ ଏହାକୁ ଜିଲ୍ଲାରେ ଅଧିକ ଲୋକପ୍ରିୟ କରିବା ନିନ୍ତେ କୃଷି ବିଜ୍ଞାନ କକନ୍ଦ୍ରର ମୁଖୟ ଡ ସଂଗ୍ରାମ ପରମଗୁଗୁଙ୍କ ପରାମଶଷ କଦଇଥିକଲ l କୃଷି ବିଜ୍ଞାନ କକନ୍ଦ୍ର, ଗଜପତି ମଧ୍ୟ ଆଗାମୀ ଦିନକର ଆଗ୍ରହୀ ଚାଷୀଙ୍କ ଜମିକର ଆଗୁଆ ଧାଡି କ୍ଷେତ୍ର ପ୍ରଦଶଷନ ମାଧ୍ୟମକର ଚାଷୀ ମାନଙ୍କ ମଧ୍ୟରେ ବାଇଗଣୀ ଫୁଲକୋବିକୁ ଆହୁରି କଲାକପ୍ରିୟ କରାଇବାର ଲକ୍ଷ୍ୟ ରଖିଛି l

Exit mobile version