Home ଓଡ଼ିଶା ଦିନ କୁ ଶହେ କାର୍ଯ୍ୟକ୍ରମ ରେ ଯୋଗ ଦିଅନ୍ତି ବୋଲି ଲୋକ ଙ୍କ ଶ୍ରଦ୍ଧା ଭାଜନ ରେ ବିଧାୟକ ସରୋଜ । by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଅସହଷ୍ଣୂତା ମାନଙ୍କ ଫିକା ସମାବେଶ ବିଧାୟକ ହେବା ଆଶା ଦିବା ସ୍ବପ୍ନ : ବାଟେ ଘାଟେ ଚର୍ଟ୍ଟା । ୧୮ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ପାଟଣାଗଡ଼ :- ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ପାଟଣାଗଡ଼ ,ବେଲପଡା ,ଖପ୍ରାଖୋଲ ଆଦି ତିନୋଟି ବ୍ଳକ ବ୍ୟତିତ ଜିଲ୍ଲା ତଥା ଜିଲ୍ଲା ବାହାରେ ମଧ ସରକାରୀ ହେଉ କି ବେସରକାରୀ କିମ୍ବା ଦଳୀୟ କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ସାମୁହିକ ତଥା ମନ୍ଦିର ପ୍ରତିଷ୍ଠା ହେଉ କି ନାମ ଯଜ୍ଞ ,ଜାନୀ ଯାତ୍ରା ,ମହୋତ୍ସବ ,ବିବାହ ବ୍ରତ , ଉତ୍ସବ ,କ୍ରିକେଟ ଓ ଫୁଟବଲ ଖେଳ ସହ ଭୂମି ପୂଜନ ,ଶୁଭାରମ୍ଭ ,ପ୍ରତିଷ୍ଠା କାର୍ଯ୍ୟ ଭଲି ଅନେକ ପ୍ରୋଗ୍ରାମ ଏପରିକି ଦିନ କୁ ଶହେ ରୁ ଉର୍ଦ୍ଧ କାର୍ଯ୍ୟକ୍ରମ ରେ ଯୋଗ ଦିଅନ୍ତି ବିଧାୟକ ଶ୍ରୀ ମେହେର ଙ୍କ ପ୍ରତୀ ଲୋକ ଙ୍କ ଶ୍ରଦ୍ଧା ଭାଜନ ଆହୁରି ବଢ଼ିବାକୁ ଲାଗିଛି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳୁଛି । ବିଧାୟକ ଶ୍ରୀମେହେର ନିମନ୍ତ୍ରଣ ପାଇଲା ମାତ୍ରେ କାର୍ଯ୍ୟକ୍ରମ କୁ ପହଞ୍ଚିବା ରେ ଟିକେ ବିଳମ୍ବ ହୋଇ ପାରେକିନ୍ତୁ ତାଙ୍କ ପହଞ୍ଚିବା ରେ ସୁନିଶ୍ଚିତ ବୋଲି ଲୋକେ କୁହା କୁହି ହେଉଥିବା ମଧ୍ୟ ଚା ଖଟିରେ ଶୁଣିବାକୁ ମିଳିଛି । ଆହୁରି ମଧ୍ୟ ବିଧାୟକ ଶ୍ରୀ ମେହେର ଙ୍କୁ ୨୪ ଘଣ୍ଟା ଧରି ଲୋକଙ୍କ ସେବା ରେ ନିଜକୁ ସମର୍ପିତ ହେତୁ ତାଙ୍କର ଲୋକ ପ୍ରିୟତା ଆଗକୁ ଆହୁରୀ ଆହୁରି ବୃଦ୍ଧି ପାଉଥିବା ଦେଖି କେତେକେ ଅସହଷ୍ଣୂତା ହୋଇ ଅସନ୍ତୋଷ ଗୋଷ୍ଠି ,ବିରୋଧି ଦଳ ,ନୂଆ ଚେହେରା ଆଗାମୀ ନିର୍ବାଚନ ରେ ବିଧାୟକ ପ୍ରାର୍ଥୀ ଆଶାୟୀ ଭାବେ ଆଶା ବାନ୍ଧିଥିବା ମଧ୍ୟ ଆଲୋଚନା ହେଉଛି ।ଅପରପକ୍ଷରେ ଆଗକୁ ଆଉ ମାତ୍ର ଦୁଇ ମାସ ପରେ ସାଧାରଣ ନିର୍ବାଚନ ହେବ ଭୋଟରଙ୍କୁ ନିଜ ଆଡକୁ ଟାଣିବା ପାଇଁ ଉଦ୍ୟମ ଜାରି ରଖିଥିବା ମଧ୍ୟ ଲୋକ ଙ୍କ ମଧ୍ୟରେ ଆଲୋଚନା କରୁଥିବା ଶୁଣିବାକୁ ମିଳିଛି । ଏହାକୁ ଆଖି ଆଗରେ ରଖି ଅସନ୍ତୋଷ ଗୋଷ୍ଠି , ବିରୋଧି ,ନୂଆଚେହେରା ଙ୍କ ଦ୍ଵାରା ଆୟୋଜିତ କରାଯାଉଥିବା ବିରାଟ ଜନସମାବେଶ ଫିକା ପଡିଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି ବୋଲି ଚର୍ଟ୍ଟା ହେବାରେ ଲାଗିଛି । ଆଗମୀ ନିର୍ବାଚନ ରେ ଏପରି ଆଶାୟୀ ଙ୍କ ବିଧାୟକ ହେବା ଆଶା ଦିବା ସ୍ବପ୍ନ ବୋଲି ସାଧରଣ ରେ ଚର୍ଚ୍ଚା ଜୋର୍ ଧରିଛି ! Categories: ଓଡ଼ିଶା, ଦେଶ, ବଲାଙ୍ଗିର, ହୋମ୍ Related Content ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ by Proprietor Abhimanyu Maharana June 22, 2026 ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ by Proprietor Abhimanyu Maharana June 22, 2026 ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ by Proprietor Abhimanyu Maharana June 22, 2026 ବିଜେପି ପକ୍ଷରୁ ହରଚଣୀ ସାହିରେ ଯୋଗ ଶିବିର ଓ ବୃକ୍ଷରୋପଣ by Proprietor Abhimanyu Maharana June 22, 2026 ତିନିରଥର ବଡକଳସ ପେଣ୍ଡୀରେ ପାପକାର୍ଯ୍ଯ ଓ ୩୨ ଗୋଟି ପାଖୁଡା ନିର୍ମାଣ କାର୍ଯ୍ଯ ଶେଷ by Proprietor Abhimanyu Maharana June 22, 2026 ନନ୍ଦଳା ଗ୍ରାମର ବିଶ୍ୱରଞ୍ଜନ ନାୟକ ଙ୍କ ଉପରୁ ବାସନ୍ଦ ଉଠାଇଲେ ଗ୍ରାମବାସୀ - ସଫଳ ସାମାଜିକ ପୁନର୍ବାସ by Proprietor Abhimanyu Maharana June 22, 2026