ନୟାଗଡ଼ ଜିଲ୍ଲାରେ ୨୭ ଜଣ ପୋଲିସ କର୍ମଚାରୀ ପଜିଟିଭ୍‌ ଚିହ୍ନଟ !!

ଓଡିଶା ତାଜା ନ୍ୟୁଜ୍ (୨୫ ଜୁଲାଇ ଶନିବାର) ନୟାଗଡ଼ :- ନୟାଗଡ଼ ଦଶପଲ୍ଲା ଥାନାରୁ ଆଉ ୯ କର୍ମଚାରୀ କୋରୋନା ପଜିଟିଭ୍‌ । ଗତକାଲି ଅନ୍ୟ ୨ ପୋଲିସ କର୍ମଚାରୀ ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଥାନାର ଅନ୍ୟ ସମସ୍ତ କର୍ମଚାରୀଙ୍କୁ ହୋମ୍‌ କ୍ବାରେଣ୍ଟାଇନ ନିର୍ଦେଶ । ଜିଲ୍ଲାରେ ଏଯାଏ ୨୭ ଜଣ ପୋଲିସ କର୍ମଚାରୀ ପଜିଟିଭ୍‌ ଚିହ୍ନଟ ହେଲେଣି !! (ନୟାଗଡ଼ ଜିଲ୍ଲା,ରିପୋର୍ଟ /ରାମକୃଷ୍ଣ ରଥ)

Exit mobile version