-
୨୦୩୬ ମସିହାସୁଦ୍ଧାଓଡ଼ିଶାର ୧୦୦ ବର୍ଷ ପୂର୍ତ୍ତି ଅବସରରେ ହାରାହାରି ଟ.୧୦୦ କୋଟିମୂଲ୍ୟର ୧୦୦ଟି ଷ୍ଟାର୍ଟ ଅପ୍ ସୃଷ୍ଟିକରିବ ପାର୍କ ।
-
ଶିକ୍ଷାମନ୍ତ୍ରଣାଳୟରୁ ୧୩୦ କୋଟିଟଙ୍କାରସହାୟତାସହିତ ଦୁଇବର୍ଷମଧ୍ୟରେ ୨୦,୦୦୦ ବର୍ଗଫୁଟରୁ ୮୦,୦୦୦ ବର୍ଗଫୁଟକ୍ଷେତ୍ର ପର୍ଯ୍ୟନ୍ତ ବିସ୍ତାରିତହେବ ପାର୍କ ।
-
ଓଡ଼ିଶାକୁଉଦ୍ୟୋଗର ଏକ ହବ୍ଭାବରେରୂପାନ୍ତରକରିବାର ପଦକ୍ଷେପ ।
-
ଉଦ୍ଘାଟନ ସମାରୋହରେଷ୍ଟାର୍ଟ-ଅପ୍ ଏବଂ ଫ୍ୟାକଲ୍ଟିମାନଙ୍କ ପାଇଁବୈଷୟିକକର୍ମଶାଳା ପ୍ରଦର୍ଶନ ଏବଂବିଭିନ୍ନଶିଳ୍ପ, ଷ୍ଟାର୍ଟ-ଅପ୍ ଏବଂଉଦ୍ୟୋଗୀ ପୁଞ୍ଜିପତିଙ୍କସହଗଙଟଗ୍ଦ
-
ସମ୍ମିଳନୀରେ ଉଦ୍ୟୋଗ, ଶିକ୍ଷାଏବଂଷ୍ଟାର୍ଟ ଅପ୍ କ୍ଷେତ୍ରରବହୁମାନ୍ୟଗଣ୍ୟବ୍ୟକ୍ତି ଅଂଶଗ୍ରହଣ କରିଥିଲେ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଆଇଆଇଟି ଭୁବନେଶ୍ୱର ଅନୁସନ୍ଧାନ ଏବଂ ଉଦ୍ୟୋଗ ପାକ୍ର୍ର ୧୦୦-କ୍ୟୁବ୍ ଷ୍ଟାଟ୍ର୍-ଅପ୍ଇନିସିଏଟିଭ୍ ଉଦ୍ଘାଟନ
