Home ଓଡ଼ିଶା ସୁଲେକେଲ ରେ ଦାଦନ ଦୁଃଖ, ଦାଦନ ଶ୍ରମିକର ମୃତ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ମାଲିକ ପାଖରେ ବନ୍ଧା ପଡିଛି ନାବାଳିକା ଝିଅ , ୫୦ ହଜାର ଟଙ୍କା ଦେଲା ପରେ ବି ଝିଅ ଛାଡୁନି ସର୍ଦ୍ଧାର । ପରିବାର ଙ୍କୁ ସରକାରୀ ସହାୟତା ଓ ନାବାଳିକା କୁ ଉଦ୍ଧାର ସହ ଦାଦନ ସର୍ଦ୍ଧାର କୁ ଗିରଫ ଦାବି କୋଶଳ ନେତା : ଅଚ୍ୟୁତ ସିପୁନ ଖମାରୀ ୫ ଫେବୃଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ବଲାଙ୍ଗୀର :- ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ସୁଲେକେଲା ଗାଁର କାହ୍ନୁ ମଲ୍ଲିକ ବୟସ (୪୫)ଙ୍କ ସ୍ତ୍ରୀ ଲଷ୍ମୀପ୍ରିୟା ବୟସ (୩୫) ଝିଅ ପାଞ୍ଚାଳୀ ଦିବ୍ୟାଙ୍ଗ (୧୪) ଅଙ୍ଗୀତା ବୟସ (୧୨) ଓ ପୁଅ ମାଣିକ ସହ ତେଲେଙ୍ଗାନାର ସlତନଗର ଇଟାଭାଟିରେ ଦାଦନ ଖଟୁଥିଲେ l ତେନ୍ତୁଳୀଖୁଣ୍ଟି ଗ୍ରାମର ସମରୁ ନାଏକ ଏହି ପରିବାର କୁ ୮୦ହଜାର ଟଙ୍କା ଅଗ୍ରିମ ଦେଇ ସେଠାକୁ ନେଇଥିଲା l ଏହି ପରିବାର ସେଠାରେ କାମ କକରୁଥିବା କାହ୍ନୁ ଅସୁସ୍ଥ ହୋଇପଡ଼ିଥିଲେ l ତାପରେ ଇଟାଭାଟିର ମାଲିକ ଚିକିତ୍ସା ପାଇଁ କାହ୍ନୁ ତାଙ୍କ ସ୍ତ୍ରୀ ଲଷ୍ମୀପ୍ରିୟା ଦୃଷ୍ଟିବାଧିତ ଝିଅ ପାଞ୍ଚାଳୀ ଓ ମାଣିକ କୁ ପଠେଇ ଦେଇଥିଲl l ଇଟାଭାଟି ମାଲିକ ନାବାଳିକା ଝିଅକୁ ବନ୍ଧକ ରଖିଛି lଧାରା କରଜ କରି ୫୦ ହଜାର ଟଙ୍କା ଯୋଗାଡ଼ କରୀ ଇଟାଭାଟି ମାଲିକ କୁ ଫୋନ ପେ ମାଧ୍ୟମରେ ପଠେଇ ଦେଇଥିଲେ l ଆଉ ବାକି ୩୦ ହଜାର ଟଙ୍କା ନଦେବା ପର୍ଯ୍ୟନ୍ତ ଇଟାଭାଟି ମାଲିକ ମନା କରି ଦେଇଛି l ଏହି ଘଟଣା ସ୍ଥଳକୁ ପହଞ୍ଚି କୋଶଲ ନେତା ସିପୁନ ଖମାରି ଘର ଆଗରେ ଶଵ କୁ ରଖି ଧାରଣା ଦେଇଥିଲେ l ତୁରନ୍ତ ନାବାଳିକା ଝିଅକୁ ଉଦ୍ଧାର କରିବା ସହ ଦାବି ପୂରଣ ନକଲେ ମୃତ ଦାଦନ ଶ୍ରମିକ ସଵକୁ ନେଇ ବେଲପଡା ବ୍ଲକ କାର୍ଯାଳୟରେ ଧାରଣା ଦେବୁ ବୋଲି ଶ୍ରୀ ଖମାରୀ କହିଥିଲି l ପରେ ବିଲମ୍ବ ରାତି ରେ ବେଲପଡା ତହସିଲଦାର ବନବିହାରୀ ହରିପାଲ ମୃତ ଦାଦନ ପରିବାର ଙ୍କୁ ଭେଟି ରେଡକ୍ରସ ରୁ ୧୦ ହଜାର ଟଙ୍କା ର ଏକ ଚେକ ପ୍ରଦାନ କରିଥିଲେ । ବେଲପଡା ଥାନ ଅଧିକାରୀ ସୁଶାନ୍ତ କୁମାର ଦାସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । Categories: ଓଡ଼ିଶା, ଦେଶ, ବଲାଙ୍ଗିର, ହୋମ୍ Related Content ସାଧାରଣ ଚିକିତ୍ସାଳୟ ରେ ଅସାଧାରଣ ଅବ୍ୟବସ୍ଥା - ରୋଗୀ ସେବା ବ୍ୟାହତ by Proprietor Abhimanyu Maharana September 16, 2026 ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026