
୩ ଫେବୃଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ମାହାଙ୍ଗା :- ଦିବା ୧୦.୩୦ ମିନିଟ୍ ରେ ଟ୍ରିବେଣିଶ୍ୱର୍ ରୁ କୁଆପାଳ ର ବଡ଼ ନାଳ ବନ୍ଧ ରେ ଦୁଇଟି କାର ମୂହମୁହି ଧକ୍କା ହୋଇ ଥିଲା। ଗୋଟେ କାର ହେଉଛି ବାଲିନୋ ଗାଡି ତାର ନମ୍ୱର ଥିଲା -OD02A A43 , ଅନ୍ୟ ଗାଡ଼ି ଟି ହେଉଛି ଟାଟା ହରିଏର ଗାଡ଼ି ନମ୍ୱର OD 02C L 7978 ଥିଲା । ବଳିନୋ ଗାଡି ଟି କୁଆଁପାଳ ଆଦୁ ଆସୁଥିବା ବେଳେ ଟାଟା ହରିଅର୍ ଗାଡି ଟି ତ୍ରିବେଣୀ ଶ୍ୱର୍ ଅଦୁ ଆସୁଥିବା ବେଳେ ଦୁଇଟି ଯାକ ଗାଡି ମୁହାମୁହି ଧକ୍କା ହୋଇ ଥିଲେ । ବାଳିନୋ ଗାଡି ଟି ର ବେଲନ ଦୁଇ ଟି ଯାକ ଫାଟି ଗାଡି ଟି ର ଆଗ ଚକା ଭସ୍କି ଯାଇଛି ଆଉ ସାଇଡି ଭାଙ୍ଗି ବହୁତ୍ ନଷ୍ଟ ହୋଇ ଯାଇଥିଲା। ସେହି ସମୟରେ ଅନ୍ୟ ଗାଡ଼ିଟି ର ମଧ୍ଯ ସାଇଡି ଭାଙ୍ଗି ନଷ୍ଟ ହୋଇ ଯାଇଥିଲା । ଦୁଇଟି ଯାକ ଗାଡି ଚାଲିବା କଣ୍ଡିସନ ରେ ନ ଥିଲେ । ସେହି ସମୟ ରେ ମାହାଙ୍ଗା ପୋଲିସ ଅଧିକାରୀ ଖବର ପାଇ ଧକ୍କା ହୋଇ ଥିବା ଜାଗା ରେ ଆସି ପହଞ୍ଚି ସେଠିକାର ଖବର ତଦାରଖ କରି ଥିଲେ ।

