ନବଘନପୁର ଗ୍ରାମ ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ

୨ ଫେବୃଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ନୟାଗଡ଼ ବ୍ଲକ :-> ନବଘନପୁର ଗ୍ରାମ ପଞ୍ଚାୟତରେ #ଆମ ଓଡିଶା’ ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି. ନୟାଗଡ଼ ବିଧାୟକ ଡ଼.ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିଲେ!ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥିଭାବେ ନୟାଗଡ଼ ଜିଲ୍ଲା ପରିଷଦ ସରେଜ ରଣସିଂ, କ୍ଷୀରେଧ ମହାପତ୍ର, ଏବଂ ଅନ୍ୟ ଅତିଥି ମାନେ ଉପସ୍ଥିତ ଥିଲେ.

ଏହି କାର୍ଯ୍ୟକ୍ରମ ନବଘନପୁର ସରପଞ୍ଚ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ଭଞ୍ଜ, (ବୁଲୁ ଭାଇ )ନବଘନପୁର ର ପୂର୍ବ ସରପଞ୍ଚ ଏବଂ, ସମିତି ସଭ୍ୟ ସୁବ୍ରତ ଡାକୁଆ (ଭୋଳା )ଙ୍କ ସମେତ ବହୁ ବିରିଷ୍ଟ କାର୍ଯ୍ୟକର୍ତା, ଏବଂ ବହୁତ କାର୍ଯ୍ୟକର୍ତା, ପଂଚାୟତ ର ବହୁ ଜନସାଧାରଣ, ନବଘନପୁର ରେ ଥିବା ବହୁମୁଖୀ ଶିକ୍ଷ୍ୟନିକତନ ନବଘନପୁର ରେ ଆୟୋଜନ ହୋଇଯାଇଛି.

Exit mobile version