କଂକ୍ରିଟ ରାସ୍ତା ଭାଙ୍ଗି ଗାଁ ମୁଣ୍ଡରେ ବିରାଟ ଗର୍ତ୍ତ : ଯାନ ବାହାନ ଯାତାୟାତରେ ବାଧା

ଏ ନେଇ ଗ୍ରାମବାସୀଙ୍କ ତରଫରୁ ସ୍ଥାନୀୟ ଜନ ପ୍ରତିନିଧି ଙ୍କୁ ଅବଗତ କରାଇବା ସହ ରାସ୍ତାଟି ତୁରନ୍ତ ମରାମତି କରିବାପାଇଁ ପ୍ରଶାସନିକ ଅଧିକାରୀଙ୍କୁ ଅନୁରୋଧ କରାଯାଇଛି | ରାସ୍ତା ମରାମତି କରିବାପାଇଁ ପ୍ରଶାସନ ଓ ଲୋକ ପ୍ରତିନିଧି ମାନଙ୍କୁ ବାରମ୍ବାର ଜଣାଇବା ପରେ ମଧ୍ୟ ଦୀର୍ଘ ୨୦ ବର୍ଷର ପୁରୁଣା ରାସ୍ତାର ମରାମତି କାମ ହେଉନଥିବାରୁ ଆଜି ଏହିପରି ଦୁର୍ଦ୍ଦଶା ଭୋଗିବାକୁ ପଡୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି |
Related Content
Taneira reimagines ‘Solah Shringaar’ for the modern Indian woman with its new Diwali campaign
by
Proprietor Abhimanyu Maharana
October 7, 2026
VeDakshata : Creating Pathways to Livelihood for Rural Youth
by
Proprietor Abhimanyu Maharana
October 7, 2026
ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି
by
Proprietor Abhimanyu Maharana
October 7, 2026
ସିଲଭର ଗାନ୍ଧୀଙ୍କ ଦ୍ୱାରା ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ନିୟମିତକରଣ ଦାବୀ - ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ
by
Proprietor Abhimanyu Maharana
October 7, 2026
Silver Gandhi demands regularisation of Contractual Teachers - Submitted Memorandum to CM
by
Proprietor Abhimanyu Maharana
October 7, 2026
ମାଫିଆ ଓ ସିଣ୍ଡିକେଟଙ୍କ ସଲା ସୁତୁରାରେ ବେଧଡକ ଗୋଚାଲାଣ : କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସର ହାତ ଥରୁଛି
by
Proprietor Abhimanyu Maharana
October 7, 2026