ରାମ ମନ୍ଦିର ଭୂମିପୂଜନ ଉପରେ ରୋକ ଲଗାଇବାକୁ ଆଲ୍ଲାହାବାଦ ହାଇକୋର୍ଟରେ ଆବେଦନ ଦାଖଲ କଲେ ସାମ୍ବାଦିକ

ଓଡିଶା ତାଜା ନ୍ୟୁଜ୍ (୨୪ ଜୁଲାଇ ଶୁକ୍ରବାର ) ଆଲ୍ଲାହାବାଦ :- ଆବେଦନରେ ରାମ ମନ୍ଦିର ଭୂମିପୂଜନକୁ ଅନଲକ-୨ ଗାଇଡଲାଇନର ଉଲଙ୍ଘନ ବୋଲି କୁହାଯାଇଛି । ଦିଲ୍ଲୀର ସାମ୍ବାଦିକ ସାକେତ ଗୋଖଲେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଲେଟର ପିଆଇଏଲ ମାଧ୍ୟମରେ ଆବେଦନ କରିଛନ୍ତି ।

Exit mobile version