Home ଓଡ଼ିଶା ରୋଗୀ ଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ ସାମ୍ବାଦିକ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୩୦ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ପାଟଣାଗଡ :- ରୋଗୀ ମାନଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ ସାମ୍ବାଦିକ.. କେବଳ ଏତିକି ନୁହେଁ ସେମାନ ଙ୍କ ସୁଖଦୁଃଖ ବୁଝି ମାଗଣା ରେ ଫଳ ମଧ୍ୟ୍ୟ ବଣ୍ଟନ କରିଛନ୍ତି |ଯାହାକୁ ନେଇ ଏବେ ସାମ୍ବାଦିକ ମାନଙ୍କୁ ପ୍ରଶଂସା କରିବା ସହ ଉପଖଣ୍ଡ ଯୁବ ପତ୍ରକାର ସଂଘ ଏପରି ମହତ କାମକୁ ସମସ୍ତେ ସ୍ୱାଗତ କରୁଛନ୍ତି |ନୂତନ କରି ପଞ୍ଜିକରଣ ହୋଇଥିବା ସଂଘ ର ଉତ୍ସବ ପାଳନ କରିବା ସହ ଲୋଗୋ ଉନ୍ମୋଚନ ପାଇଁ ନିଜ ର କର୍ମମୟ ଜୀବନ ଭିତରେ ସମୟ ବାହାର କରି ଲୋକ ଙ୍କ ସେବା କରିବା ଏବଂ ସେମାନଙ୍କ ଦୁଃଖ ସୁଖ ରେ ମଧ୍ୟ୍ୟ ସହଯୋଗ କରିବା ଭଳି କାମ ହାତକୁ ନେଇଥିଲେ ସାମ୍ବାଦିକ | ଏନେଇ ସଂଘ ର ସଭାପତି କରୁଣାକର ବୁଡ଼େକ ଙ୍କ ନେତୃତ୍ୱ ରେ ପ୍ରଥମେ ହସ୍ପିଟାଲ ପରିସରରେ ଡାକ୍ତର ଏବଂ ନର୍ସ ମାନଙ୍କୁ ନେଇ ସଂଘ ଲୋଗୋ ଉନ୍ମୋଚନ କାଯ୍ୟକ୍ରମ ଆରମ୍ଭ କରିଥିଲେ |ପରେ ସଂଘ ର ସଦସ୍ୟ ମାନେ ଚିକିତ୍ସିତ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ |ଏହା ସେମାନଙ୍କ ଦୁଃଖ ସୁଖ ବୁଝି ଯେଉଁ ମାନଙ୍କୁ ବ୍ଲଡ ର ଆବଶ୍ୟକତା ଥିଲା |ସେମାନଙ୍କୁ ସଙ୍ଗେ ସଙ୍ଗେ ରକ୍ତଦାନ କରି ବ୍ଲଡ଼ ଦାନ କରୁଥୁଲେ |ତେବେ ସଂଘ ର ନିଷ୍ପତ୍ତି ଅନୁସାରେ ସବୁ କାମ ହେଉଛି ଏବଂ ଆଗକୁ ମଧ୍ୟ୍ୟ ଏମିତି ମହକ କାମ ଜାରି ରହିବ ବୋଲି ସଂଘ ଉପ ସଭାପତି ଗୋରେଖନାଥ ବରିହା କହିଥିବା ବେଳେ ସାମ୍ବାଦିକ ମାନଙ୍କ ଏପରି କାମ କୁ ସ୍ୱାଗତ କରିବା ସହ ସମସ୍ତେ ମିଶିକି କାମ କଲେ ସମସ୍ୟା ର ସମାଧାନ ହୋଇ ପରିବ ବୋଲି ଦାୟିତ୍ୱ ରେ ଥିବା ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି | Categories: ଓଡ଼ିଶା, ଦେଶ, ରାୟଗଡା, ହୋମ୍ Related Content ବୀରାଙ୍ଗନା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀରେ ସ୍ମାରକ ଡାକଟିକଟ ପାଇଁ ପ୍ରସ୍ତାବ : ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବିକୁ କେନ୍ଦ୍ରର ସକାରାତ୍ମକ ପଦକ୍ଷେପ by Proprietor Abhimanyu Maharana September 11, 2026 ଟାଇମ୍ସ ହସ୍ପିଟାଲିଟି ଆଇକନ୍ସ ଓଡ଼ିଶା ୨୦୨୬ରେ ଆକିଜ୍ ହାର୍ବର "ଆଇକନିକ୍ ସି ଫୁଡ୍ ରେଷ୍ଟୁରାଣ୍ଟ" ଭାବେ ସମ୍ମାନିତ by Proprietor Abhimanyu Maharana September 11, 2026 ସାଂସଦ ରତ୍ନ ଡଃ ଭର୍ତୁହରି ମହତାବଙ୍କ ଜନ୍ମ ଦିବସକୁ ନମ୍ରତା ଓ ସ୍ୱାଭିମାନ ଦିବସ ରୂପେ ପାଳିତ by Proprietor Abhimanyu Maharana September 11, 2026 ଓଡିଶା ଆଦର୍ଶ ବିଦ୍ୟାଳୟରେ ସଂସ୍କୃତ ଦିବସ ପାଳିତ by Proprietor Abhimanyu Maharana September 11, 2026 ପ୍ରବାସୀ ଓଡ଼ିଆ ଡାଟା ବ୍ୟାଙ୍କ ଉନ୍ମୋଚନ ପାଇଁ ବ୍ୟାପକ ପ୍ରସ୍ତୁତି by Proprietor Abhimanyu Maharana September 11, 2026 Hectic Preparations on to launch Prabasi Odias Data Bank by Proprietor Abhimanyu Maharana September 11, 2026